Tuesday, November 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦକ୍ଷିଣଆଫ୍ରିକାର ବିଜୟ ଲକ୍ଷ ୩୨୭ ରନ୍

by ସଞ୍ଜୟ ସ୍ୱାଇଁ
November 5, 2023
in NATIONAL NEWS, Sports
ଦକ୍ଷିଣଆଫ୍ରିକାର ବିଜୟ ଲକ୍ଷ ୩୨୭ ରନ୍
15
VIEWS
Share on FacebookShare on Twitter

କୋଲକତା, (ବାଘୁଆବାର୍ତ୍ତା): ଚଳିତ ବିଶ୍ୱକପ ୨୦୨୩ ଅଷ୍ଟମ ମ୍ୟାଚରେ ଆଜି ଦକ୍ଷିଣଆଫ୍ରିକା ସହ ଭାରତ ମ୍ୟାଚ କୋଲକୋତା ଇଡେନଗାର୍ଡେନ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଭାରତ ଟଚ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ତେବେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ ହରାଇ ୩୨୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୨୪ ବଲରେ ୬ଟି ଚଉକା ଓ ୨ଟି ଛକା ମାରି ୪୦ ରନ କରିଥିଲେ । ଶୁଭମନ ଗିଲ ୨୪ ବଲରେ ୨୩ ରନ କରିଥିବାବେଳେ ଶ୍ରେୟସ ଆୟର ୮୭ ବଲରେ ୭ଟି ଚଉକା ୨ଟି ଛକା ମାରି ୭୭ ରନ କରି ଆଉଟ ହୋଇଥିଲେ । କେ.ଏଲ.ରାହୁଲ ୧୭ ବଲରେ ୮ ରନ, ସୂର୍ଯ୍ୟ କୁମାର ଯାଦବ ୧୪ ବଲରେ ୨୨ ରନ କରିଥିବା ବେଳେ ବିରାଟ କୋହଲି ୧୨୧ ବଲ ସହାୟତାରେ ୧୦ଟି ଚଉକା ମାରି ୧୦୧ ରନ କରି ସଚିନ ତେନ୍ଦୁଲକରଙ୍କ ୪୯ ତମ ଶତକ ସହ ସମକକ୍ଷ ହୋଇଛନ୍ତି । ସେହିପରି ଭାବେ ରବିନ୍ଦ୍ର ଜାଡେଜା ୧୫ ବଲ ସହାୟତାରେ ୩ଟି ଚଉକା ଗୋଟିଏ ଛକା ମାରି ୨୯ ରନ କରିଥିଲେ । ଅତିରିକ୍ତ ୨୬ ରନ ହୋଇଥିଲା । ତେବେ ଭାରତ ସର୍ବମୋଟ ୩୨୬ କରି ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ବିଜୟ ଲକ୍ଷ ଦେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!