Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟେଷ୍ଟ ସିରିଜ୍ ଜିତିଲା ଭାରତ; ସ୍ପିନ ଯାଦୁରେ ଧରାସାୟୀ ଇଂଲଣ୍ଡ

by ସଞ୍ଜୟ ସ୍ୱାଇଁ
March 6, 2021
in NATIONAL NEWS, Sports
ଟେଷ୍ଟ ସିରିଜ୍ ଜିତିଲା ଭାରତ; ସ୍ପିନ ଯାଦୁରେ ଧରାସାୟୀ ଇଂଲଣ୍ଡ
260
VIEWS
Share on FacebookShare on Twitter

ଅହମ୍ମଦାବାଦ,(ବାଘୁଆବାର୍ତ୍ତା): ଅହମ୍ମଦାବାଦରେ ଚାଲିଥିବା ୪ଟିକିଆ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ଆଜି ସମାପନ ହୋଇଛି । ଭାରତ ୩ଟି ମ୍ୟାଚ ଜିତି ଟେଷ୍ଟ ସିରିଜକୁ କବଜା କରିଛି । ପୁଣି ଏହି ଅନ୍ତିମ ଟେଷ୍ଟ ମ୍ୟାଚରେ ଯାଦୁ ସ୍ପିନର ଅକ୍ଷର ପଟେଲ ଓ ରବିଚନ୍ଦ୍ର ଅଶ୍ୱିନଙ୍କ ଜଲୱା ଦେଖିବାକୁ ମିଳିଛି । ଯାହାଫଳରେ ଇଂଲଣ୍ଡ ଧରାଶାୟୀ ହୋଇଛି । ଭାରତ ଦମଦାର ପ୍ରର୍ଦଶନ କରିଥିଲା । ୪ର୍ଥ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦୫ରନ ସଂଗ୍ରହ କରି ଅଲଆଉଟ ହୋଇଥିଲା । ଭାରତ ତାହାର ଜବାବ୍ ଦେଇ ଗତକାଲି ଖେଳ ଆରମ୍ଭ କରିଥିବା ଭାରତ ଆଜି ୩୬୫ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା । ଏବଂ ଦ୍ୱିତୀୟ ଇଂନିସ ଖେଳ ଆରମ୍ଭ କରିବା ପାଇଁ ଇଂଲଣ୍ଡ ଦଳକୁ ଆମନ୍ତ୍ରଣ କରିଥିଲା । ତେବେ ଇଂଲଣ୍ଡ ଦଳ ଦ୍ୱିତୀୟ ଇଂନିସରେ ଭାରତର ଦୁଇ ଯାଦୁ ସ୍ପିନର ପଟେଲ ଓ ଅଶ୍ୱିନଙ୍କ ସ୍ପିନରେ ଭାଇଲା ହୋଇ ୧୩୫ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା । ଯାହାଫଳରେ ଇଂଲଣ୍ଡ ଟିମ୍ ଭାରତ ଠାରୁ ୨୫ରନରେ ପଛରେ ରହି ପରାସ୍ତ ହୋଇଛି । ଯାହାକୁ କି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜକୁ ଭାରତ ୩-୧ରେ ସିରିଜକୁ ହାତେଇ ନେଇଛି । ଇଂଲଣ୍ଡର ଦ୍ୱିତୀୟ ଇଂନିସ ମ୍ୟାଚକୁ ଅକ୍ଷର ପଟେଲ ଓ ଆର. ଅଶ୍ୱିନ ୫ଟି ଲେଖାଏଁ ୱିକେଟ୍ ନେଇ ଭାରତକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!