Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝିଲ୍ଲିଙ୍କ ସଫଳତା ନେଇ ଗାଁରେ ଆନନ୍ଦର ଲହରି

by ସଞ୍ଜୟ ସ୍ୱାଇଁ
September 10, 2019
in Sports
26
VIEWS
Share on FacebookShare on Twitter

ଦଶପଲ୍ଲା,(ବାଘୁଅବାର୍ତ୍ତା ବ୍ୟୁରୋ): ଅଷ୍ଟ୍ରେଲିଆ ମହାଦେଶ ର ସାମେଆର ରାଜଧାନୀ ସହର ଆପିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରତ୍ତୋଳନ ଚାମ୍ପିଅନସିପ ରେ ଓଡ଼ିଆ ଝିଅ ଝିଲ୍ଲି ଦଳ ବେହେରା ପୁଣିଥରେ ନିଜର ଚମତ୍କାରିତା ପ୍ରଦର୍ଶନ କରି ଦେଶପାଇଁ ଗୌରବର ଆଖ୍ୟା ଆଣିଛନ୍ତି । ଭାରତ ପାଇଁ ଏକାଧିକ ପଦକ ଜିତି ସାରିଥିବା ଝିଲ୍ଲି ଦଳବେହେରା ସିନିୟର ମହିଳା ୪୫କି.ଗ୍ରା ବର୍ଗରେ ସ୍ୱର୍ଣ୍ଣପଦକ ବିଜୟୀନି ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଘୁଗୁଡିପଡ଼ା ପଞ୍ଚାୟତ ଅଖ୍ୟାତପଲ୍ଲୀ ମକରପ୍ରସାଦ ଗାଁର ଆଦିବାସୀ ଝିଅ ଝିଲ୍ଲି ୨୦୧୭ ରାଜ୍ୟଗୋଷ୍ଠୀ କ୍ରୀଡା ଭାରତ୍ତୋଳନ ଜୁନିୟର ବାଳିକା ୪୮ କିଗ୍ରା ବର୍ଗରେ ରୌପ୍ୟ, ୨୦୧୮ ଉଜ୍ବେକିସ୍ତାନର ତାସକେଣ୍ଡରେ ଆୟୋଜିତ ଜୁନିୟର ବିଶ୍ୱ ଭାରତ୍ତୋଳନ ଚାମ୍ପିଅନ୍ସିପ୍ରେ ବ୍ରୋଞ୍ଚ ଏବଂ ୨୦୧୯ ଏପ୍ରିଲରେ ଚୀନ୍ରେ ଆୟୋଜିତ ଏସିଆନ୍ ଭାରତ୍ତୋଳନ ଚାମ୍ପିଅନ୍ସିପ୍ରେ ରୌପ୍ୟ ପଦକ ଭଳି ସମ୍ମାନଜନକ ପୁରସ୍କାର ହାସଲ କରିଥିଲେ ।

ଝିଲ୍ଲି ସ୍ୱର୍ଣ୍ଣପଦକ ହାସଲ କରିବା ଖବର ଗାଁରେ ପହଞ୍ଚିବା ପରେ ତାଙ୍କ ପରିବାର, ବନ୍ଧୁବାନ୍ଧବଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ଅନୁରୂପ ଭାବେ ତାଙ୍କୁ ବିଭିନ୍ନ ସମୟରେ ପ୍ରୋତ୍ସାହନ ଯୋଗାଉଥିବା କ୍ରୀଡା ସଂଗଠନ ସ୍ପୋଟିଭ୍ ସ୍ପୋର୍ଟ ସୋସାଇଟି, ଦଶପଲ୍ଲା ତହସିଲଦାର ପ୍ରମୋଦ କୁମାର ଦଳବେହେରାଙ୍କ ସମେତ ମହାବୀର ବଣିକ ମହାସଂଘ, ପ୍ରେସ୍କ୍ଲବ୍, ରାମସେନା, ବରିଷ୍ଠନାଗରିକ ମଞ୍ଚ, 3ଇଲେଭେନ୍ ଷ୍ଟାର ସ୍ପୋର୍ଟ କ୍ଳବ୍, ସୀତାରାମ ୟୁଥ୍ କ୍ଲବ୍, ଗଠନ ପରିବାର ଭଳି\nଅନୁଷ୍ଠାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!