Sunday, November 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇମ୍ରାନ ଖାନ୍‌ଙ୍କ ଭାଷଣ ଉପରେ ଲାଗିଥିବା ବ୍ୟାନ୍‌କୁ ହଟାଇଲା ପାକିସ୍ତାନ ସରକାର

by ସଞ୍ଜୟ ସ୍ୱାଇଁ
November 6, 2022
in WORLD
ଇମ୍ରାନ ଖାନ୍‌ଙ୍କ ଭାଷଣ ଉପରେ ଲାଗିଥିବା ବ୍ୟାନ୍‌କୁ ହଟାଇଲା ପାକିସ୍ତାନ ସରକାର
77
VIEWS
Share on FacebookShare on Twitter

ଇସ୍ଲାମାବାଦ, (ବାଘୁଆବାର୍ତ୍ତା): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଭାଷଣ ଉପରେ ଲାଗିଥିବା ବ୍ୟାନ୍‌କୁ ହଟାଇଲା ପାକିସ୍ତାନ ସରକାର। ଇମ୍ରାନଙ୍କ ସ୍ପିଚ୍ ଓ ସାମ୍ବାଦିକ ସମ୍ମିଳନୀରେ ପ୍ରସାରଣ ନେଇ ଶନିବାର ବ୍ୟାନ୍ ଲଗାଯାଇଥିଲା। ହେଲେ ଆଜି ପାକିସ୍ତାନ ସରକାର ଏହାକୁ ଉଠାଇ ଦେଇଛନ୍ତି। ଏନେଇ ପାକିସ୍ତାନ ଖବରକାଗଜ ‘ଦି ଡନ୍‌’ରେ ଖବର ପ୍ରକାଶ ପାଇଛି। ପାକିସ୍ତାନୀ ଇଲେକ୍ଟ୍ରୋନିକ ମିଡିଆ ଆଣ୍ଡ ଅଥୋରିଟି ପକ୍ଷରୁ ଶନିବାର ଇମ୍ରାନଙ୍କ ସ୍ପିଚ୍ ଉପରେ ବ୍ୟାନ୍ ଲଗାଯାଇଥିଲା। ଏଭଳି ସ୍ପିଚ୍ ପ୍ରସାର କରିବା ଦେଶରେ ଘୃଣା ସୃଷ୍ଟି କରୁଛି। ତେଣୁ ଆଇନ୍ ବ୍ୟବସ୍ଥା ବଜାଇ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ପିଏମ୍‌ଆ୍‌ଏ କହିଥିଲା। ହେଲେ ଇମ୍ରାନଙ୍କ ଉପରେ ଲାଗିଥିବା ବ୍ୟାନ୍‌କୁ ହଟାଇ ଦିଆଯାଇଛି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମ୍ବିଧାନର ଧାରା ୧୯ରେ ଅନୁସାରେ ବାକ ସ୍ୱାଧିନତା ଆଇନରେ ଇମ୍ରାନ୍‌ଙ୍କ ଉପରେ ବ୍ୟାନ୍ ହଟାଇବାକୁ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!