Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସନ୍ତୁଳିତ ପରିବେଶ ପାଇଁ ମହୁମାଛିର ଗୁରୁତ୍ୱ

by ସଞ୍ଜୟ ସ୍ୱାଇଁ
September 20, 2018
in Politics
42
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ) ଏ ଦୁନିଆରେ ପ୍ରତ୍ୟେକ ଜୀବ ପରସ୍ପର ନିର୍ଭରଶୀଳ, ପ୍ରାକୃତିକ ପରିବେଶରେ ପ୍ରତ୍ୟେକ ଜୀବ ବଞ୍ଚିବାର ଓ ବଢ଼ିବାର ଅଧିକାର ପାଇଛନ୍ତି । ବର୍ତ୍ତମାନ ଆମ ଚାରିପାଖରେ ଦୃଶ୍ୟ, ଅଦୃଶ୍ୟ ପ୍ରତ୍ୟେକ ଜୀବର ଅବକ୍ଷୟ ଦେଖାଦେଇଛି । ବିଶେଷକରି ଗଛଲତା ଓ ଜୀବଜନ୍ତୁମାନଙ୍କର ଦୃଢ଼ ଅବକ୍ଷୟ ବଢିଚାଲିଛି, ମାତ୍ର ପୃଥିବୀରେ ଜନସଂଖ୍ୟା ଦୃତ ବଢିଚାଲିଛି । ପରିବେଶର ସନ୍ତୁଳନ ରକ୍ଷା ହିଁ ବାସ୍ତବ ପରିବେଶ ସୁରକ୍ଷା, ପୃଥିବୀରେ ପିମ୍ପୁଡିଠାରୁ ଆରମ୍ଭ କରି ହାତୀ ପର୍ଯ୍ୟନ୍ତ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏହି  ପରିପ୍ରେକ୍ଷୀରେ ମହୁମାଛିର ଆବଶ୍ୟକତାକୁ ଉପଲବ୍ଧି କରି ୨୦୦୯ ମସିହାରୁ ମେ ୨୦ ତାରିଖକୁ “ବିଶ୍ୱ ମହୁମାଛି ଦିବସ’ ରୂପେ ପାଳନ କରାଯାଉଛି । “ଗ୍ରୀନ୍ ଆର୍ଥ’ ଏହି ମହୁମାଛି ଦିବସକୁ ଏକ ନିଆରା ଢଙ୍ଗରେ ନୟାଗଡ଼ର ନାରାୟଣ ପାର୍କ ଠାରେ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସହରର ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ମହୁମାଛିଙ୍କ ପ୍ରତି ସୁରକ୍ଷା ଦେବାକୁ ସବୁଜିମା ସୃଷ୍ଟି କରିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ମହୁମାଛି ପରିବେଶ ସୁରକ୍ଷା, ଜୈବ ବିବିଧତା, କୃଷି, ଖାଦ୍ୟ ସୁରକ୍ଷା ଇତ୍ୟାଦି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ମତ ରଖିଥିଲେ । ଏହି ସହିତ ଗ୍ରୀନ୍ ଆର୍ଥ ତରଫରୁ କିଛି ଫଳଗଛ ରୋପଣ କରାଯାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!