Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଦଳିଲେ ବାଣୀଗୋଛା ଆଇଆଇସି

by ସଞ୍ଜୟ ସ୍ୱାଇଁ
January 16, 2021
in Breaking, Nayagarh
ବଦଳିଲେ ଜିଲ୍ଲାର ୯ ଥାନା ଅଧିକାରୀ
792
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ବାଣୀଗୋଛା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ବୈଦ୍ୟନାଥ ଭୋଇଙ୍କୁ ବାଣୀଗୋଛା ଥାନା ରେସ୍ଥାନିତ କରାଯାଇଛି ।ନୟାଗଡ ହେଡ କ୍ୱାର୍ଟରକୁ ଶ୍ରୀଯୁକ୍ତ ପଟ୍ଟାୟତଙ୍କର ବଦଳି ହୋଇଛି। ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କ ନାମରେ ବେଆଇନ କୋଟରା ଛୁଆ ରଖିବା ଅଭିଯୋଗ ହୋଇଥିବା ବେଳେ କରୋନା ଲକ୍ଡ଼ାଉନ ସମୟରେ ସମ୍ପର୍କୀୟଙ୍କ ସୁଧ କ୍ରିୟାରେ ଯୋଗ ଦେବାକୁ ଯାଉଥିବା ପୋଲିସ ଦମ୍ପତି ବିରେନ ମାଝୀ ଏବଂ ତାଙ୍କ ସହଧର୍ମିଣୀ ଙ୍କୁ ଆଇଆଇସି ମାଡ଼ ମାରିବା ଘଟଣାରେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ତାଙ୍କ ନାମରେ ମୋକଦ୍ଦମା ହେବା ପରେ ସେ ଛୁଟିରେ ଥଲେ ଏବଂ ଗତ କିଛିଦିନ ତଳେ ବାଣୀଗୋଛା ଥାନା ଏଏସଆଇ ଲଳିତ ବେହେରା ଭିଜ଼ିଲାନ୍ସ ହାତ ରେ ଧର ପଡି ଗିରଫ ହେବାପରେ ବାଣୀଗୋଛା ଥାନାରେ ଅଫିସର ଅଭାବ ଲାଗି ରହିଥିଲା। ନୟାଗଡ଼ ଏସପି ସିଦ୍ଧାର୍ଥ କାଟରିଆଙ୍କ ନିର୍ଦ୍ଦେଶରେ ଏହି ବଦଳି ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!