ଭୂବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟ ପୁଲିସ ବିଭାଗର ମୁଣ୍ଡ ନୁଆଁଇ ଦେଇଥିବା ବିରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ତାଙ୍କ କାର୍ଯ୍ୟରୁ ବହିଃସ୍କୃତ କରାଯାଇଛି । ଜଣେ ଦୁଷ୍କର୍ମ ପିଡ଼ିତା ନାବାଳିକାଙ୍କୁ ସେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ରାଜ୍ୟ ପୁଲିସ ମୁଖ୍ୟ ତାଙ୍କୁ କାର୍ଯ୍ୟରୁ ବହିଃସ୍କୃତ କରିଥିବା ଜଣାଯାଇଛି ।





