Saturday, August 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦ୍ୱିତୀୟ ସଂସ୍କରଣର ପଏଣ୍ଟ ପଦ୍ଧତି ଘୋଷଣା:ଆଇସିସି

by ସଞ୍ଜୟ ସ୍ୱାଇଁ
June 30, 2021
in Sports
ଦ୍ୱିତୀୟ ସଂସ୍କରଣର ପଏଣ୍ଟ ପଦ୍ଧତି ଘୋଷଣା:ଆଇସିସି
143
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ୱାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲର ଦ୍ୱିତୀୟ ସଂସ୍କରଣର ପ୍ରସ୍ତୁତି ଆରମ୍ଭ ହୋଇଛି । ଟେଷ୍ଟ ଚମ୍ପିଆନ୍ସିପର ପଏଣ୍ଟ ପଦ୍ଧତି ଆଜି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ମାସରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ସମୁଦାୟ ୯ଟି ଦଳ ଏହି ଚମ୍ପିଆନସିପରେ ଅଂଶ ଗ୍ରହଣ କରିବେ । ଏହି ଟିମ୍ ଗୁଡିକ ହେଲା ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା ଓ ବାଂଲାଦେଶ । ପ୍ରତ୍ୟେକ ଟିମ୍ ୬ଟି ଟେଷ୍ଟ ସିରିଜ୍ ଖେଳିବ । ୩ଟି ଘରୋଇ ଏବଂ ୩ଟି ବାହାରେ ପଦ୍ଧତି ଖେଳାଯିବ । ଗୋଟିଏ ଟେଷ୍ଟରେ ବିଜୟ ହାସଲ କଲେ ଏଣିକି ୧୨ପଏଣ୍ଟ, ଡ୍ର ରହିଲେ ୪ ପଏଣ୍ଟ ଓ ଟାଇ ରହିଲେ ୬ପଏଣ୍ଟ ମିଳିବ । ବର୍ତ୍ତମାନ ସୁଦ୍ଧା କେଉଁଠାରେ ଖେଳାଯିବ ତାହା ଘୋଷଣା କରାଯାଇ ନାହିଁ । ଦ୍ୱିତୀୟ ସଂସ୍କରଣରେ ଇଂଲଣ୍ଡ ସର୍ବାଧିକ ୨୧ଟି ମ୍ୟାଚ୍ ଖେଳିବ । ଭାରତ ୧୯ଟି , ଅଷ୍ଟ୍ରେଲିଆ ୧୮ଟି ଟେଷ୍ଟ ଖେଳିବ । ବୋଲିଂରେ ମଧ୍ୟ ଧୀମା ବୋଲିଂ ହାର ନେଇ ପେନାଲ୍ଡି ନିୟମ ଲାଗୁ କରାଯାଇଛି । ପରସେଣ୍ଟେଜ୍ ସିଷ୍ଟମରେ ପଏଣ୍ଟ ଟେବୁଲ୍ ପ୍ରସ୍ତୁତ କରାଯିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!