Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକରେ ଦୋଳ-ହୋଲି ଉପରେ କଟକଣା; ମେଳଣ ପଡିଆରେ ଏକାଠି ହେବେନି ୨ଶହରୁ ଅଧିକ ଲୋକ

by ସଞ୍ଜୟ ସ୍ୱାଇଁ
March 19, 2021
in Feature News
କଟକରେ ଦୋଳ-ହୋଲି ଉପରେ କଟକଣା; ମେଳଣ ପଡିଆରେ ଏକାଠି ହେବେନି ୨ଶହରୁ ଅଧିକ ଲୋକ
274
VIEWS
Share on FacebookShare on Twitter

ଭୁବନେଶ୍ବର,(ବାଘୁଆବାର୍ତ୍ତା): ଆଠ ଦିନ ପରେ ପବିତ୍ର ଦୋଳ ପୂର୍ଣ୍ଣିମା। ତା’ପର ଦିନ ହୋଲି ପର୍ବ। କିନ୍ତୁ ଚଳିତ ବର୍ଷ କୋଭିଡ-୧୯ ଯୋଗୁଁ ଦୋଳ ଯାତ୍ରା ଓ ହୋଲି ଖେଳ ନେଇ ଆଶଙ୍କା ଦେଖାଯାଇଛି। ରାଜ୍ୟରେ କଟକଣା ସହିତ ଏହି ୨ଟି ପର୍ବ ପାଳନ ହେବ ବୋଲି ଆଶା କରାଯାଉଛି। କଟକରେ ଦୋଳ ମେଳଣ ଓ ହୋଲି ପାଳନ ଉପରେ କଟକଣା ଲଗାଇଛି ସ୍ଥାନୀୟ ପ୍ରଶାସନ । ମେଳଣ ପଡିଆରେ ୨ ଶହରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଦୋଳ ବିମାନ ଯାତ୍ରା ବେଳେ ୧୦ରୁ ଅଧିକ ଲୋକ ରହିପାରିବେ ନାହିଁ । ମେଳଣ ପଡିଆରେ ଡାକବାଜି ଯନ୍ତ୍ର ବାଜିପାରିବ ନାହିଁ । ଦୋଳ ମେଳଣରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି।ସେହପରି ହୋଲି ପାଇଁ ମଧ୍ୟ କଟକଣା ଲାଗିଛି । ନିଜ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ହୋଇଛି । ବଡ ଧରଣର ଏକାଠି ହୋଇ ହୋଲି ଖେଳିବାକୁ ଅନୁମତି ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ପୂର୍ବ ବର୍ଷ ମଧ୍ୟ କରୋନା ଯୋଗୁଁ ହୋଲି ପାଳନ ହୋଇପାରି ନଥିଲା । ତେବେ ଆଜି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!