Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁବନେଶ୍ୱରରେ ହେବ ଜୁନିଅର ହକି ବିଶ୍ୱକପ୍

by ସଞ୍ଜୟ ସ୍ୱାଇଁ
November 11, 2021
in Sports
ଭୁବନେଶ୍ୱରରେ ହେବ ଜୁନିଅର ହକି ବିଶ୍ୱକପ୍
64
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ହେବ ଜୁନିଅର ହକି ବିଶ୍ୱକପ୍ । କମ୍ପିବ କଳିଙ୍ଗ ଷ୍ଟାଡିୟମ୍ । ଚଳଚଞ୍ଚଳ ହେବ ଭୁବନେଶ୍ୱର । କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପର ମହାକୁମ୍ଭ । ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ ଆୟୋଜିତ ହେବ। ୧୬ ଟି ହକି ଟିମ ବିଶ୍ୱ କପରେ ଅଂଶଗ୍ରହଣ କରିବେ। ଏଥିପାଇଁ ଭାରତୀୟ ହକି ଟିମ ଭୁବନେଶ୍ୱରେ ପହଁଞ୍ଚି ସାରିଛନ୍ତି। ଖେଳାଳୀ ମାନେ ପ୍ରାକ୍ଟିସ ମଧ୍ୟ ଆରମ୍ଭ କଲେଣି। ଆସନ୍ତା ୧୫ ତାରିଖରେ ଅନ୍ୟଟିମ ଭୁବନେଶ୍ୱରରେ ପହଁଞ୍ଚିବାର କାର୍ୟ୍ୟକ୍ରମ ରହିଛି। କୋଭିଡ କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଏହି ହକି ଟୁଣ୍ଣାମେଣ୍ଟରେ ଦର୍ଶକ ମାନଙ୍କୁ ଷ୍ଟାଡିଅମ ଆସିବାକୁ ବାରଣ କରାଯାଇଛି। ଅନ୍ୟପଟେ ଖେଳଳୀ ମାନଙ୍କ ପାଇଁ ଦୁଇଟି ହସ୍ପିଟାଲ ସଂରକ୍ଷିତ ରଖାଯାଇଛିା ସେପଟେ ଏଥର ଟିଭରେ ହକି ବିଶ୍ୱକପ ଦେଖିବା ନେଇ ଉତ୍ସାହିତ ଅଛନ୍ତି ହକି ପ୍ରେମୀମାନେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!