ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟୋକିଓ ଅଲମ୍ଫିକରେ ହକି ମ୍ୟାଚରେ ଉଭୟ ଭାରତ ଓ ଆର୍ଜେଣ୍ଟିନା ଦଳ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି । ମହିଳା ହକି ମ୍ୟାଚର ଦ୍ୱିତୀୟାର୍ଦ୍ଧ ଖେଳ ସୁଦ୍ଧା ଉଭୟ ଦଳ ୧-୧ରେ ବାରବର ଥିବା ବେଳେ ଆର୍ଝେଣ୍ଟିନା ଦଳ ତୃତୀୟାର୍ଦ୍ଧ ଖେଳ ସୁଦ୍ଧା ଆର୍ଜେଣ୍ଟିନା ଦଳ ୨-୧ରେ ଆଗୁଆ ଥିବା ସୂଚନା ମିଳିଛି । ଉଭୟ ଦଳ ମଧ୍ୟରେ କଡ଼ ଟକ୍କର ଜାରି ରହିଛି । ଆଜିର ମ୍ୟାଚ୍ ଯିଏ ଯିତିବ ସେହି ଦଳ ଫାଇନାଲରେ ପ୍ରବେଶ କରିବ ।






