ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନ୍ତରାଜ୍ୟ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ମ୍ୟାଚରେ ନୟାଗଡ଼ ଜିଲ୍ଲା ସହ ଭଦ୍ରକ ଜିଲ୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ତେବେ ନୟାଗଡ଼ ଜିଲ୍ଲା ୭-୦ ଗୋଲ ବିଜୟୀ ହୋଇଥିବା ସୂଚନା ମିଳିଛି l