ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଦିବାସୀ ଅଧ୍ୟୁଷିତ ଗାଁରୁ ରାଇସେନା । ଦେଶର ସର୍ବୋଚ୍ଚ ପଦରେ ଓଡ଼ିଶା ଝିଅ । ନବ ନିର୍ବାଚ୍ଚିତା ରାଷ୍ଟ୍ରପତି ଭାବେ ଗତ କାଲି ଶପଥ ଗ୍ରହଣ କରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଦେଶର ସର୍ବୋଚ୍ଚ ଦାୟୀତ୍ୱ ଗ୍ରହଣ କରିଛନ୍ତି ।





