Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ଟି ହାଇ ବଜେଟ୍ ମୁଭି ରିଲିଜ୍ ହେବ

by ସଞ୍ଜୟ ସ୍ୱାଇଁ
November 21, 2021
in Entertainment, State
୪ଟି ହାଇ ବଜେଟ୍ ମୁଭି ରିଲିଜ୍ ହେବ
102
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବହୁ କଳ୍ପନାଜଳ୍ପନା ପରେ ମିଷ୍ଟର୍ ପରଫେକ୍ସନିଷ୍ଟ ଅମିର ଖାନଙ୍କ ଫିଲ୍ମ ଲାଲ୍ ସିଂ ଚଢା ଆସନ୍ତା ବର୍ଷ ଅପ୍ରେଲ୍ ୧୪ରେ ରିଲିଜ୍ ହେବା ନେଇ ସ୍ଥିର ହୋଇଛି । ହେଲେ ଏହି ରିଲିଜ୍ ଡେଟ୍ ଆମିରଙ୍କୁ ସାମାନ୍ୟ ଚିନ୍ତାରେ ପକାଇଛି । କାହିଁକି ନା ଠିକ୍ ସେହି ଦିନ ଦୁଇଟି ସାଉଥ୍ ଫିଲ୍ମ ସହ ଅନ୍ୟ ଏକ ବଲିଉଡ୍ ଫିଲ୍ମ ମଧ୍ୟ ରିଲିଜ୍ ହେବାକୁ ଯାଉଛି । ଆସନ୍ତା ବର୍ଷ ଆମିରଙ୍କୁ ବକ୍ସ ଅଫିସରେ ଟକ୍କର ଦେବେ କନ୍ନଡ ଷ୍ଟାର ୟସ୍, ସୁପରଷ୍ଟାର ପ୍ରଭାସ୍ ଓ ବରୁନ୍ ଧୱନ୍ । ଏକାଠି ରିଲିଜ ହେବାକୁ ଯାଉଛି ଆମିରଙ୍କ ଲାଲ୍ ସିଂ ଚଢା, ପ୍ରଭାସଙ୍କ ସଲାର୍, ୟସଙ୍କ କେଜିଏଫ୍-୨ ଓ ବରୁନଙ୍କ ଫିଲ୍ମ ଭେଡିଆ । ୨୦୨୨, ଅପ୍ରେଲ୍ ୧୪’ରେ ଦେଖିବାକୁ ମିଳିବ ବଲିଉଡର ସବୁଠୁ ବଡ ବକ୍ସ ଅଫିସ୍ ଫାଇଟ୍ । ୪ଟି ହାଇ ବଜେଟ୍ ତଥା ପାୱାର ପ୍ୟାକ୍ଡ ଫିଲ୍ମ ମଧ୍ୟରୁ କିଏ ବାଜିମାତ୍ କରିବ, ସେ ନେଇ ଫିଲ୍ମ କ୍ରିଟିକ୍ ଗଣିତ କଷିବା ଆରମ୍ଭ କରିଦେଇଛନ୍ତି । ତେବେ ଆସନ୍ତା ବର୍ଷ ଅପ୍ରେଲ୍ ମାସରେ ୪ଟି ଫିଲ୍ମକୁ ବାଦ୍ ଦେଲେ ଅମିତାଭ-ଅଜୟ ଦେବଗନଙ୍କ ଫିଲ୍ମ ମେ’ ଡେ’, କଙ୍ଗନାଙ୍କ ମୁଭି ଧାକଡ୍, ଆର.ମାଧବନଙ୍କ ରକେଟ୍ରି ଓ ଟାଇଗର ସ୍ରଫଙ୍କ ଆକ୍ସନ୍ ଥ୍ରିଲର୍ ଫ୍ଲିକ୍ ହିରୋପନ୍ତି-୨ ମଧ୍ୟ ରିଲିଜ୍ ହେବ । ଏବେ ଦେଖିବାକୁ ରହିଲା ୨୦୨୨, ଅପ୍ରେଲ୍ ମାସର ବକ୍ସ ଅଫିସ୍ ଫାଇଟରେ କିଏ ସବୁଠୁଅଧିକ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!