Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ୍ ଛାଉଣିରେ ଗ୍ୟାଙ୍ଗଷ୍ଟର ହାଇଦର୍ ର ଗାଁ

by ସଞ୍ଜୟ ସ୍ୱାଇଁ
July 24, 2021
in Crime, State
ପୁଲିସ୍ ଛାଉଣିରେ ଗ୍ୟାଙ୍ଗଷ୍ଟର ହାଇଦର୍ ର ଗାଁ
291
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍ ର ମୃତ୍ୟୁ ପରେ ତାର ଗାଁକୁ ପୁଲିସ୍ ଛାଉଣି କରାଯାଇଛି । ପୁଲିସ୍ ର କଡ଼ା ପହରା ଭିତରେ ଏବେ ତାର ଗାଁ ରହିଛି । ଯେପରି କୌଣସି ଉତ୍ତେଜନା ହେବ ନାହିଁ ସେନେଇ ପୁଲିସ୍ ସଚେତନ ରହିଛି । ପୁଲିସ୍ ଏନକାଉଣ୍ଟରେ ଆଜି ହାଇଦର୍ ର ମୃତ୍ୟୁ ହୋଇଛି । ଆଜି ହାଇଦର୍ କୁ ଚୌଦ୍ୱାରରୁ ବାରିପଦା ଜେଲ୍ କୁ ନିଆଯାଉଥିବା ବେଳେ ହାଇଦର୍ ପରିସ୍ରା ବାହାନାରେ ଖସି ଯିବାକୁ ଉଦ୍ୟମ କରିଥିଲା । ବାରମ୍ବାର ସତର୍କ କରାଇବା ପରେ ମଧ୍ୟ ହାଇଦର୍ ପୋଲିସ୍ କଥା ଶୁଣିନଥିଲା । ଫଳରେ ୫ ରାଉଣ୍ଡ୍ ଗୁଳି ଚଳାଇଥିଲା ପୋଲିସ୍ । ଏଥିରେ ହାଇଦର୍ ର ପେଟରେ ଗୁଳି ବାଜିଥିଲା। ଏନକାଉଣ୍ଟର ପରେ ଚିକିତ୍ସା ପାଇଁ ତାକୁ ବାଲେଶ୍ୱର ମେଡିକାଲ୍ କୁ ନିଆଯାଇଥିଲା । କିନ୍ତୁ ପରେ ତାର ମୃତ୍ୟୁ ହୋଇଯାଇଛି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!