Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୀମାନ୍ତରେ ପାକିସ୍ତାନୀ ସ୍ମଗଲରଙ୍କ ବୁଦ୍ଧିକୁ ତାରିଫ କରିବାକୁ ପଡିବ

by ସଞ୍ଜୟ ସ୍ୱାଇଁ
June 3, 2021
in Crime, NATIONAL NEWS
ସୀମାନ୍ତରେ ପାକିସ୍ତାନୀ ସ୍ମଗଲରଙ୍କ ବୁଦ୍ଧିକୁ ତାରିଫ କରିବାକୁ ପଡିବ
343
VIEWS
Share on FacebookShare on Twitter

ବିକାନେର (ବାଘୁଆବାର୍ତ୍ତା): ବିଏସ୍‌ଏଫ୍‌ ରାଜସ୍ଥାନ ଫ୍ରଣ୍ଟିୟରର ବିକାନେରରୁ ଲାଗି ଅନ୍ୟରାଷ୍ଟ୍ରୀୟ ସୀମା ଖାଜୁୱାଲା ଅଞ୍ଚଳରେ ଡ୍ରଗ୍ସ ସ୍ମଗଲିଂର ଖୁଲାସା ହୋଇଛି। ଯାହାକୁ ଜାଣି ଆପଣ ବି ଆଶ୍ଚର୍ୟ୍ୟ ହୋଇଯିବେ । ବାସ୍ତବରେ ବିଏସ୍‌ଏଫ୍‌ ଏକ ବଡ଼ କାର୍ୟ୍ୟାନୁଷ୍ଠାକୁ ସଫଳ କରି ବଡ଼ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ୍‌ କରିଛି । ମୁଖ୍ୟ କଥା ହେଲା ଏହି ସ୍ମଗଲିଂରେ ଯେଉଁ ସାମଗ୍ରୀ ମିଳିଛି , ଏହାର ଆକାର ଏକ ଅଜଗର ପରି ବା ଏକ ପାଇପ୍‌ଲାଇନ୍‌ ଭଳି ଦେଖାଯାଉଛି । କୁହାଯାଉଛି କି, ସ୍ମଗଲରମାନେ ଏପରି ଏଇଥି ପାଇଁ କରିଥିଲେ , ଏହି କାରବାର ବିଷୟରେ ଯେମିତି ପୁଲିସ୍‌ ଓ ସୁରକ୍ଷା ଯବାନଙ୍କୁ ସନ୍ଦେହ ନହେଉ , କିନ୍ତୁ ବିଳମ୍ୱିତ ରାତ୍ରିରେ ଯେବେ ସୀମାରେ ହଲଚଲ୍‌ ଆରମ୍ଭ ହେଲା , ବିଏସ୍‌ଏଫ୍‌ ଯବାନମାନେ ବର୍ଡର ପୋଷ୍ଟରେ ସ୍ମଗଲରଙ୍କୁ ଚ୍ୟାଲେଞ୍ଜ ଦେଲେ । ସୁରକ୍ଷା ଯବାନଙ୍କ ଶବ୍ଦ ଶୁଣି ପାକିସ୍ତାନରୁ ଆସିଥିବା ସ୍ମଗଲରମାନେ ସେଠାରୁ ପଳାଇଥିଲେ । ଡ୍ରଗ୍ସ ବିରୋଧରେ ଏହା ଆଜିସୁଦ୍ଧା ସବୁଠୁ ବଡ଼ କାର୍ୟ୍ୟାନୁଷ୍ଠାନ ବୋଲି କୁହାଯାଇଛି । ସୀମା ଆରପଟୁ ପାକିସ୍ତାନ ସୀମାରୁ ପାଇପ୍‌ ଲାଇନ୍‌ ଦ୍ୱାରା ଭାରତୀୟ ସୀମାକୁ ଫିଙ୍ଗା ଯାଇଥିବା ୫୪ ପ୍ୟାକେଟ୍‌ ହେରୋଇନ୍ ଜବତ କରାଯାଇଛି । ଏହି କାର୍ୟ୍ୟାନୁଷ୍ଠାନ ସମୟରେ ସୀମାରେ ଜବରଦସ୍ତ ଝଡ଼ ତୋଫାନ ଆରମ୍ଭ ହୋଇଥିଲା । ଏହାର ସୁଯୋଗରେ ସେମାନେ ଏହି ନିଶା କାରବାର କରୁଥିଲେ । ଆଉ ମଧ୍ୟ ଏହାର ସୁଯୋଗରେ ସେ ଫେରାର୍‌ ହେବାରେ ସଫଳ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!