Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସ୍ଥା ଭୋଟ୍‌ରେ ଭାଗ ନେବେ ହେମନ୍ତ ସୋରେନ

by ସଞ୍ଜୟ ସ୍ୱାଇଁ
February 3, 2024
in NATIONAL NEWS, Politics
ହେମନ୍ତ ସୋରେନଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବ ଇଡି
58
VIEWS
Share on FacebookShare on Twitter

ରାଞ୍ଚି, (ବାଘୁଆବାର୍ତ୍ତା): ଜମି ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନଙ୍କୁ ଫେବ୍ରୁଆରି ୫ ଓ ୬ ତାରିଖରେ ବିଧାନସଭାରେ ଆସ୍ଥା ଭୋଟରେ ଭାଗ ନେବାକୁ ଅନୁମତି ମିଳିଛି। ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆସ୍ଥା ଭୋଟରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି। ଗତ ଜାନୁଆରୀ ୩୧ରେ ଗିରଫ ହୋଇ ୫ ଦିନିଆ ରିମାଣ୍ଡରେ ଥିବା ହେମନ୍ତ ସୋରେନ ରାଜ୍ୟର ନୂଆ ଚମ୍ପାଇ ସୋରେନ ସରକାରଙ୍କ ଆସ୍ଥା ଭୋଟରେ ଭାଗ ନେବାକୁ ଅନୁମତି ଦେବାକୁ ଏକ ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନ ଗ୍ରହଣ କରିଛନ୍ତି । କ୍ୟାବିନେଟ୍‌ରେ ସଂଖ୍ୟାଗରିଷ୍ଠତା ହାସଲ କିରବା ପାଇଁ ୫ ଓ ୬ ଫେବ୍ରୁଆରୀରେ ବିଧାସନାଭା ଅଧିବେଶନ ଡକାଯାଇଛି। ଏହି ଦୁଇଦିନ ଭିତରେ ଝାଡଖଣ୍ଡ ସରକାର ଆସ୍ଥା ଓ ସଂଖ୍ୟାଗରିଷ୍ଠତା ପ୍ରଦର୍ଶନ କରିବେ। ଅନ୍ୟପଟେ ଝାଡଖଣ୍ଡରେ ଆସ୍ଥା ଭୋଟ୍‌ ପୂର୍ବରୁ ଶାସକ ଜେଏମ୍‌ଏମ୍‌ ଘୋଡ଼ ବେପାର ଭୟରେ ନିଜର ସମସ୍ତ ୪୦ ବିଧାୟକଙ୍କୁ ହାଇଦ୍ରାବାର ଏକ ରିଜର୍ଟକୁ ପଠାଇ ଦେଇଛି। ଫ୍ଲୋରଟେଷ୍ଟ ନିଜ ଏ ସମସ୍ତ ବିଧାୟକ ଝାଡଖଣ୍ଡ ଆସି ପହଞ୍ଚିବେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!