Monday, October 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା: ଡେମୋ ଦେଖାଇଲା ଗୋପାଳ ଦାସ

by ସଞ୍ଜୟ ସ୍ୱାଇଁ
February 7, 2023
in Breaking, Crime
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା: ଡେମୋ ଦେଖାଇଲା ଗୋପାଳ ଦାସ
95
VIEWS
Share on FacebookShare on Twitter

ଝାରସୁଗୁଡା, (ବାଘୁଆବାର୍ତ୍ତା): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ଗୋପାଳ ଦାସ କିପରି ଗୁଳି କରି ହତ୍ୟା କରିଥିଲା ଏହାର ଡେମୋ ଆଜି ଘଟଣାସ୍ଥଳରେ ଦେଖାଇଛି । ଦ୍ବିତୀୟ ପର‌୍ୟ୍ୟାୟ ରିମାଣ୍ଡର ତୃତୀୟ ଦିନରେ ଜହ୍ଲାଦ ଗୋପାଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ଫାଇରିଂଠୁ ଆରମ୍ଭ କରି ପୋଲିସ ହାତରେ ଧରା ପଡ଼ିବା ପର‌୍ୟ୍ୟନ୍ତ, ଟିକ୍ ନିଖ୍ କ୍ରାଇମ ଦିନର ଦୃଶ୍ୟ ଦେଖାଇଛି ଅଭିଯୁକ୍ତ ଗୋପାଳ ଦାସ । ନବକିଶୋର ଦାସଙ୍କ ଗାଡ଼ି ନିକଟକୁ ଯାଇ କିଭଳି କରିଥିଲା ଫାୟାରିଂ ? ମର୍ଡର ପରେ କେମିତି ଗୋପାଳକୁ କାବୁ କରାଯାଇଥିଲା ? ଦ୍ବିତୀୟ ଫାୟାରିଂ ବେଳେ କିଭଳି ଗୋପାଳର ହାତ ଉପରକୁ ଟେକିଦେଇଥିଲେ ଓଓଉ ? ଆଜି ଅଭିଯୁକ୍ତ ଗୋପାଳ ନକଲି ବନ୍ଧୁକ ଧରି ଦେଖାଇଥିଲା ଅସଲି ବନ୍ଧୁକର ସତ । ୨୯ ତାରିଖ ଘଟଣାର ସମ୍ପୂର୍ଣ୍ଣ ନାଟକ ଦେଖାଇଥିଲା ଗୋପାଳ । କ୍ରାଇମସିନ୍ ରିକ୍ରିଏସନର ଭିଜୁଆଲ ଭିଡିଓ କ୍ୟାମେରା ଓ ଡିଜିଟାଲ କ୍ୟାମେରାରେ ରେକର୍ଡିଂ କରାଯାଇଛି । ଆକାଶମାର୍ଗରୁ ମଧ୍ୟ ଭିଜୁଆଲ କଏଦ ପାଇଁ ଡ୍ରୋନ୍ କ୍ୟାମେରା ବ୍ୟବସ୍ଥା କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!