Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଦ୍ୱିତୀୟ ଲହର: ସାହାଯ୍ୟ ପାଇଁ ଅଣ୍ଟା ଭିଡିଲେ ଅଭିନେତା

by ସଞ୍ଜୟ ସ୍ୱାଇଁ
April 16, 2021
in Health, State
କରୋନା ଦ୍ୱିତୀୟ ଲହର: ସାହାଯ୍ୟ ପାଇଁ ଅଣ୍ଟା ଭିଡିଲେ ଅଭିନେତା
163
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦେଶରେ ପୁଣି ଥରେ କରୋନା ଭାଇରସ୍ ହାହାକାର ସୃଷ୍ଟି କରିଛି । ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଡାକ୍ତରଖାନାଗୁଡ଼ିକରେ ଆଉ ସ୍ଥାନ ନାହିଁ । ଏସବୁକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା ସୋନୁ ସୁଦ କରୋନାର ଦ୍ୱୀତୀୟ ଲହର ସହିତ ଲଢ଼ିବାକୁ ପୁରାପୁରି ପ୍ରସ୍ତୁତ ହୋଇଥିବା ଜଣାପଡିଛି । ବର୍ତ୍ତମାନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସହିତ ବର୍ତ୍ତମାନ ଡାକ୍ତରଖାନାଗୁଡ଼ିକରେ ମୌଳିକ ସୁବିଧାର ଅଭାବ ଦେଖା ଦେଇଛି । ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ ଜେନେରେଟର ଏବଂ ବେଡ୍ର ବହୁତ ଅଭାବ ରହିଛି । ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ଇନ୍ଦୋର ଆଡକୁ ଏକ ସାହାଯ୍ୟ ହାତ ବଢ଼ାଇଛନ୍ତି । ସୋନୁ ସୁଦ ବିଷୟରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ସୋନୁ ସୁଦ୍ କହୁଛନ୍ତି, ମୁଁ ସମସ୍ତ ଇନ୍ଦୋରବାସୀଙ୍କୁ କହିବାକୁ ଚାହୁଁଛି କି, ଆପଣ ନିଜର ଧ୍ୟାନ ରଖନ୍ତୁ । ଇନ୍ଦୋରର ଲୋକମାନେ ବହୁ ଅକ୍ସିଜେନର ଅଭାବ ରହିଛି । ମୁଁ ଇନ୍ଦୋରକୁ ୧୦ଟି ଅକ୍ସିଜେନ ଜେନେରେଟର ପଠାଉଛି । ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ପରସ୍ପରକୁ ସମର୍ଥନ କରନ୍ତୁ, ଯାହା ଦ୍ୱାରା ଆମେ ଏହି ମହାମାରୀ ଭାଇରସ୍ରୁ ବାହାରି ପାରିବା । ମୁଁ ନିଶ୍ଚିତ ଯେ ଯଦି ଆମେ ପରସ୍ପରକୁ ସମର୍ଥନ କରୁ, ତେବେ ଏହି ସମସ୍ୟା ଦୂର ହୋଇଯିବ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!