Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ବ୍ଲକ ବାଲୁଗାଁରେ କାଲି ହେବ ସ୍ୱାସ୍ଥ୍ୟ ମେଳା

by ସଞ୍ଜୟ ସ୍ୱାଇଁ
April 21, 2022
in Health, Nayagarh, State
ନୟାଗଡ଼ ବ୍ଲକ ବାଲୁଗାଁରେ କାଲି ହେବ ସ୍ୱାସ୍ଥ୍ୟ ମେଳା
296
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତଃ ବାଲୁଗାଁ ଗ୍ରାମ ପଞ୍ଚାୟତ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଆସନ୍ତା କାଲି ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେବ । ସକାଳ ୮ ଘଟିକାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ମେଳା ଚାଲୁ ରହିବ । ଏହି ମେଳାରେ ବିଭିନ୍ନ ବିଶେଷଜ୍ଞ ଦ୍ୱାରା ଉପଲବ୍ଧ ହେଉଥିବା ସ୍ୱାସ୍ଥ୍ୟ ସେବା ଗୁଡ଼ିକ ଯୋଗାଇ ଦିଆଯିବ । ମୁଖ୍ୟତଃ ମାତୃସ୍ୱାସ୍ଥ୍ୟ, ଶିଶୁସ୍ୱାସ୍ଥ୍ୟ, ପ୍ରଜନକ ସ୍ୱାସ୍ଥ୍ୟ, ଚର୍ମରୋଗ, ଦନ୍ତ ସମସ୍ୟା, ଆରଟିଆଇ, ଏସଟିଆଇ, ଏଚଆଇଭି ଭଳି ମାରାତ୍ମକ ରୋଗ ଓ ତାସହିତ ଅଣ ସଂକ୍ରମକ ରୋଗ ତଥା ଡାଇବେଟିସ, ଉଚ୍ଚ ରକ୍ତଚାପ, କର୍କଟ, ମୋତିଆ ବିନ୍ଦୁ, ଯକ୍ଷ୍ମା, ମ୍ୟାଲେରିଆ ରୋଗ ସମ୍ବନ୍ଧରେ ଚିକିତ୍ସା କରାଯିବ । ପ୍ରଥମେ ରୋଗୀ ମାନେ ସେମାନଙ୍କ ନାମ ପଞ୍ଜିକୃତ କରାଇବେ । ସାଙ୍ଗରେ ଆଧାର କାର୍ଡ ଓ ଆଧାର ସଂଯୋଗ ମୋବାଇଲ ନମ୍ବର ନିତାନ୍ତ ଆବଶ୍ୟକ । ଉକ୍ତ ସ୍ୱାସ୍ଥ୍ୟ ମେଳାକୁ ଆସିବା ସମୟରେ ଏହାକୁ ସାଙ୍ଗରେ ଧରି ଆସିବେ । ବହୁ ସଂଖ୍ୟାରେ ଉକ୍ତ ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେବା ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ବଡ଼ପଣ୍ଡୁସର ପକ୍ଷରୁ ନିବେଦନ କରାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!