Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତୃତୀୟ ଲହରକୁ ଅଟକାଇବା ଆମ ସମସ୍ତଙ୍କ ଦାୟିତ୍ୱ: ନରେନ୍ଦ୍ର ମୋଦୀ

by ସଞ୍ଜୟ ସ୍ୱାଇଁ
July 13, 2021
in Health, NATIONAL NEWS
ତୃତୀୟ ଲହରକୁ ଅଟକାଇବା ଆମ ସମସ୍ତଙ୍କ ଦାୟିତ୍ୱ: ନରେନ୍ଦ୍ର ମୋଦୀ
87
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କରୋନାର ତୃତୀୟ ଲହର ଜୁଲାଇରୁ ଆରମ୍ଭ ହୋଇସାରିଛି । ୧୫ ମାସରୁ ଅଧିକ ସମୟ ଧରି କରୋନା ସଂକ୍ରମଣ ଓ ମୃତ୍ୟୁ ସମ୍ପର୍କରେ ବିଶ୍ଲେଷଣ କରୁଥିବା ହାଇଦ୍ରାବାଦର ଜଣେ ବରିଷ୍ଠ ଗବେଷକ ଏଭଳି ମତ ଦେଇଛନ୍ତି । ଦେଶେର ଖୁବଶୀଘ୍ର ତୃତୀୟ ଲହର ଆସିଯିବ । ଦେଶର ବିଭିନ୍ନ ଅଂଶରେ ଉଭୟ ସରକାର ଓ ସାଧାରଣ ଲୋକ କରୋନାକୁ ଯେଉଁଭଳି ବେପରୁଆ ଢଙ୍ଗରେ ମୁକାବିଲା କରୁଛନ୍ତି ଏବଂ ନିୟମାବଳୀ ଉଲ୍ଲଙ୍ଘନ ହେଉଛି ତାହା ନିଶ୍ଚିତ ଚିନ୍ତାଜନକ ବୋଲି ଆଇଏମଏ ମଧ୍ୟ ସତର୍କ କରାଇଛି । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ କେରାନାର ତୃତୀୟ ଲହରକୁ ଅଟକାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଦେଶବାସୀଙ୍କୁ କହିଛନ୍ତି । ମ୍ୟୁଟେସନ ପରେ ଏହା କେତେ ଭୟଙ୍କର ହେବ ତାହାର ଅଧ୍ୟୟନ କରୁଛନ୍ତି ବିଶେଷଜ୍ଞ । ମୋଦୀ ଆହୁରି କହିଛନ୍ତି ଯେ କରୋନା ଯୋଗୁଁ ପର୍ୟ୍ୟଟନ କ୍ଷେତ୍ର ଓ ବ୍ୟବସାୟ ବହୁତ ପ୍ରଭାବିତ ହୋଇଛି କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଟିକା ମୁକ୍ତ ଅଭିଯାନର ମଧ୍ୟ ସମାନ ଗୁରୁତ୍ୱ ରହିଛି । ଥାର୍ଡ ୱେଭର ମୁକାବିଲା କରିବା ପାଇଁ ଆମକୁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ଚିକିତ୍ସା ସହ ଜଡ଼ିତ ଭିତ୍ତିଭୂମିର ଉନ୍ନତି କରାଯିବ, ଏଥିପାଇଁ ନିକଟରେ କ୍ୟାବିନେଟ ମଧ୍ୟ ୨୩ ହଜାର କୋଟି ଟଙ୍କାର ଏକ ନୂତନ ପ୍ୟାକେଜ୍ ଅନୁମୋଦନ କରିଛି । ଥାର୍ଡ ୱେଭ ଛୋଟ ଛୁଆମାନଙ୍କ ପାଇଁ ବିପଦ କୁହାଯାଉଥିବାବେଳେ ଶିଶୁ ଚିକିତ୍ସା ସମ୍ବନ୍ଧୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଆମକୁ ଶୀଘ୍ର କାର୍ୟ୍ୟ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!