Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକଣାକୁ ଫୁ, ଆଗରେ ତାଲା ପଛରେ ଖୋଲା

by ସଞ୍ଜୟ ସ୍ୱାଇଁ
June 7, 2021
in Business, State
କଟକଣାକୁ ଫୁ, ଆଗରେ ତାଲା ପଛରେ ଖୋଲା
359
VIEWS
Share on FacebookShare on Twitter

ବାଲିପାଟଣା (ବାଘୁଆବାର୍ତ୍ତା): କରୋନା ମହାମାରୀ ପାଇଁ ଲକଡାଉନ, ସଟଡାଉନ୍ ଭଳି କଟକଣା ଜାରି କରିଛନ୍ତି । ମାତ୍ର କିଛି ଅମାନିଆ ବ୍ୟବସାୟୀ ଲଗାମ ହିନ ହୋଇଛନ୍ତି । ଡ୍ରେସ୍ ଦୋକାନ ସାମ୍ନା ରେ ତାଲା ଝୁଲୁଛି । ଦୋକାନ ଭିତରେ ଜମୁଛି ବେପାର । ରାଜଧାନୀ ଉପକଣ୍ଠ ବାଲିପାଟଣାର ଏହା ହେଉଛି ଦୃଶ୍ୟ । ରାସ୍ତା କଡରେ ଥିବା ଏହି ଦୋକାନକୁ ଦେଖିଲେ ଲାଗିବ ଦୋକାନ ବନ୍ଦ । ମାତ୍ର ଦୋକାନ ଭିତର ଦୃଶ୍ୟ କିନ୍ତୁ ଅଲଗା । ଗ୍ରାହକଙ୍କୁ ଲୁଗାପଟା ବିକ୍ରି କରିବାରେ ଦୋକାନୀ ପୁରା ବ୍ୟସ୍ତ । ଜଣେ ଦୋକାନ କର୍ମଚାରୀ ଏହିଠାରେ ମଧ୍ୟ ଜଗି ବସିଛି ତାଲାର ଚାବି ଧରି । ଗ୍ରାହକ ପହଁଞ୍ଚିଲେ ତାଲା ଖୋଲି ଭିତରକୁ ଛାଡ଼ୁଛନ୍ତି । ପୁଣି ତାଲା ପକାଇ ଦେଉଛନ୍ତି । କାଳେ କୌଣସି ସରକାରୀ ଅଧିକାରୀ ସନ୍ଦେହ କରି ଚଢାଉ କରିବେ ସେଥିପାଇଁ ଦୋକାନ ସାମ୍ନାରୁ ଗ୍ରାହକ ମାନଙ୍କର ଚପଲ ଲୁଚାଯାଇଛି । ଗ୍ରାହକଙ୍କ ଗାଡ଼ି ମଧ୍ୟ ଏକ ପାଖିଆ କରି ରଖାଯାଇଛି । ଆଗକୁ ସାବିତ୍ରୀ ଏବଂ ରଜ ଆସୁଥିବାରୁ ଲୁଗା, ଡ୍ରେସ୍ କିଣିବା ପାଇଁ ଲୋକେ ବ୍ୟାକୁଳ । ଆଉ ଏହି ମୌକା କୁ ଦୋକାନୀ ବି ହାତଛଡା କରୁନାହାନ୍ତି । ତେବେ ଏଭଳି ସ୍ଥିତିରେ ସଂକ୍ରମଣ ବଢିଲେ ଦାୟୀ କିଏ ରହିବ ?

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!