Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେକରେ ରଶି ଲଗାଇ ଆତ୍ମହତ୍ୟା

by ସଞ୍ଜୟ ସ୍ୱାଇଁ
February 1, 2021
in Crime
ବେକରେ ରଶି ଲଗାଇ ଆତ୍ମହତ୍ୟା
309
VIEWS
Share on FacebookShare on Twitter

ବାଲିପାଟଣା,(ବାଘୁଆବାର୍ତ୍ତା): ବାଲିପାଟଣା ଥାନା ମୁଣ୍ଡହଣା ପାଟଣା ଗ୍ରାମରେ ବେଣୁଧର ଦାସଙ୍କ ପୁତୁରା ହାପି ନାଥ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। କାକରଦ୍ରପୁର ଗ୍ରାମର ନୃସିଂହ ନାଥଙ୍କ ପୁଅ ହାପି ଦୀର୍ଘ ଦିନ ହେବ ପିଇସା ଘରେ ରହୁଥିଲା। ମୁଣ୍ଡହଣାପାଟଣା ଗ୍ରାମର ବେଣୁଧର ଦାସଙ୍କ ଗାଁରେ ଷ୍ଟେସନାରୀ ଦୋକାନ ଅଛି। ହାପି ସେଠାରେ ରହି ଦୋକାନରେ କାମ କରେ। ଗତକାଲି ଅପରାହ୍ନ ୧୨ଟା ବେଳେ ଦୋକାନରୁ ବେଣୁଧରଙ୍କ ଘରକୁ ଯାଇଥିଲା। କିନ୍ତୁ ସନ୍ଧ୍ୟାସୁଦ୍ଧା ଆଉ ଦୋକାନକୁ ଫେରି ନ ଥିଲା। ଅନ୍ୟପକ୍ଷରେ ବେଣୁଧରଙ୍କ ପରିବାର ଲୋକେ ବୁଲିବାକୁ ଯାଇଥିଲେ। ହାପି ଦୋକାନକୁ ଫେରିବାର ବିଳମ୍ବ ହେବାରୁ ବେଣୁଧରଙ୍କ ସନ୍ଦେହ ହୋଇଥିଲା। ସେ ଘରକୁ ଯାଇଥିଲେ। ଗୋଟିଏ ରୁମରେ ହାପି ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!