Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିଡ କଟକଣାକୁ ଉଲଙ୍ଘନ: ଦୋକାନକୁ ୫୦ ହଜାର ଫାଇନ

by ସଞ୍ଜୟ ସ୍ୱାଇଁ
May 7, 2021
in Crime, State
କୋଭିଡ କଟକଣାକୁ ଉଲଙ୍ଘନ: ଦୋକାନକୁ ୫୦ ହଜାର ଫାଇନ
398
VIEWS
Share on FacebookShare on Twitter

ଭଦ୍ରକ (ବାଘୁଆବାର୍ତ୍ତା): କୋଭିଡ କଟକଣାକୁ ଉଲଙ୍ଘନ କରିବା ମହଙ୍ଗା ପଡିଲା । ଲକଡାଉନ ସମୟରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଦୋକାନ ଖୋଲା ରହିବ । ହେଲେ ୧୨ଟା ପରେ ବି ଦୋକାନ ଖୋଲି ପଛ ପଟ କବାଟରେ ବେପାର କରିବା ଜଣେ ଦୋକାନୀଙ୍କୁ ବହୁତ ମହଙ୍ଗା ପଡିଛି । ଫାଇନ ତ ଲାଗିଲା ଏହା ସହ ଦୋକାନ ମଧ୍ୟ ସିଲ ହେଲା । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗେଟ ବଜାରରେ । କୋଭିଡ ଗାଇଡଲାଇନ ଉଲଘଂନ କରିବା ଅଭିଯୋଗରେ ୫୦ ହଜାର ଟଙ୍କାର ଫାଇନ ଲଗାଇବା ସହ ଭଦ୍ରକ ଜିଲ୍ଲା ଦୋଳସାହି ଗେଟ ବଜାରରେ ଦୋକାନକୁ ସିଲ କଲେ ତିହିଡି ପ୍ରଶାସନ । ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ପେଟ୍ରୋଲିଂ କରୁଥିବା ସମୟରେ ଦୋଳସାହି ଠାରେ ୧୨ଟା ପରେ ଏକ ହୋଲସେଲିଂ ଦୋକାନ ଖୋଲି ଦୋକାନର ପଛପଟରୁ ଜିନିଷ ବିକ୍ରି କରିବାର ଖବର ପାଇଥିଲେ । ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଦୋକାନଟିକୁ ୭ ଦିନ ପାଇଁ ସିଲ କରିବା ସହ ୫୦ ହଜାର ଟଙ୍କା ଜୋରିମାନା କରିଥିଲେ । ସଙ୍ଗେ ସଙ୍ଗେ ସମ୍ପୃକ୍ତ ଦୋକାନୀ ବିରୋଧରେ ଏକ ମାମଲା ରୁଜୁ କରିଥିବାର ତହସିଲଦାର ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!