Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଗକୁ ନୂଆବର୍ଷ,୧୨୩ ପଟ ଛେଳି ମେଣ୍ଢା ଲୁଟ

by ସଞ୍ଜୟ ସ୍ୱାଇଁ
December 29, 2019
in Breaking
ଆଗକୁ ନୂଆବର୍ଷ,୧୨୩ ପଟ ଛେଳି ମେଣ୍ଢା ଲୁଟ
226
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା) :  ଆଗକୁ ନୂଆବର୍ଷ ପାଇଁ ଆମିଷ ବଜାରର ଅହେତୁକ ଚାହିଦା ରହିଛି । ଦୁଇ ସପ୍ତାହ ବ୍ୟାପି ବିଭିନ୍ନ ସ୍ଥାନରେ ଭୋଜି ଭାତର ଆସର ଜମୁଛି । ଏପରିସ୍ଥଳରେ ଗତ ୨୦ ତାରିଖ ରାତିରେ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଭାବିନ୍ଦ୍ର ମଳିକଙ୍କ ୧୮ ପଟ ଛେଳି ଦୁର୍ବୁତ୍ତମାନେ ଗାଡ଼ିରେ ଲଦି ନେଇ ଯାଇଥିଲେ । ଛେଳି ଚୋରି କରାଯାଉଥିବା ଖବର ପାଇ ଗ୍ରାମବାସୀ ସେଠାରେ ପହଂଚିବା ବେଳକୁ ଲୁଟେରାମାନେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଚାଲି ଯାଇଥିଲେ । ଏନେଇ ଭାବିନ୍ଦ୍ର ବାଣିଗୋଚ୍ଛା ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ଅନୁଧ୍ୟାନ କରୁଥିବା ବେଳେ ଲୁଟେରା ମାନେ ୨୬ ତାରିଖ ରାତିରେ ଦଶପଲ୍ଲା ଥାନ ମଧ୍ୟଖଣ୍ଡ ଫାଣ୍ଡି ଅନ୍ତର୍ଗତ ଦଣ୍ଡାଭୁଇଁ ଗ୍ରାମର ରବିନ୍ଦ୍ର ରାଉତଙ୍କ ୮୦ ପଟ ମେଣ୍ଢା ଲୁଟି ନେଇଥିବା ଜଣାପଡ଼ିଛି । ଏନେଇ ରବିନ୍ଦ୍ର ମଧ୍ୟଖଣ୍ଡ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ଦିନକ ପରେ ଅର୍ଥାତ ୨୭ ତାରିଖ ରାତିରେ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ବାଣିଗୋଚ୍ଛା ଗ୍ରାମର ନିର୍ମଳ ସାହୁଙ୍କ ଛେଳି ଗୁହାଳରୁ ୨୫ ପଟ ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । ନୂଆବର୍ଷକୁ ଲକ୍ଷ୍ୟ ରଖି ଲୁଟେରାମାନେ ଏଭଳି ନିଆରା ଢଙ୍ଗର ଲୁଟକୁ ଆପଣାଇଥିବା ବେଳେ ଚୋରି ଘଟଣା ଛେଳି, ମେଣ୍ଢା ଚାଷୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ବର୍ଷ ବର୍ଷ ଧରି ନିଜେ କଷ୍ଟକରି ସେମାନଙ୍କ ମୁଲ୍ୟ ପାଇବା ବେଳକୁ ଲୁଟେରାମାନେ ତାଙ୍କୁ ଚକମା ଦେଉଥିବା ଜଣାପଡ଼ିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!