Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଲ୍ ବିଲ୍ କରି ଫସିଲେ ନକଲି କଂପାନିର ମାଲିକ

by ସଞ୍ଜୟ ସ୍ୱାଇଁ
June 28, 2021
in Feature News, State
ଜାଲ୍ ବିଲ୍ କରି ଫସିଲେ ନକଲି କଂପାନିର ମାଲିକ
317
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଗୁଡ୍ ସର୍ଭିସ୍ ଟ୍ୟାକ୍ସ(ଜିଏସଟି) ହାତରେ ଜାଲ ବିଲ୍ । ଧରାହେଲା ଜାଲ ବିଲର ମୁଖ୍ୟ କାର୍ପାସଦାର । ୧୦୬ କୋଟି ଟଙ୍କାର ଜାଲ୍ ବିଲ୍ କରି ବନ୍ଧା ହେଲେ ନକଲି କଂପାନିର ମାଲିକ । ଏନେଇ ସୂଚନା ଦେଇଛନ୍ତି ସିଟି ଜିଏସଟି କମିଶନର ସୁଶୀଲ ଲୋହାନୀ । ସୂଚନାନୁସାରେ, ଭୁବନେଶ୍ୱର ଏସ୍.ଆର ଏଣ୍ଟରପ୍ରାଇଜର୍ସ କଂପାନୀ ନାମରେ ବଡ଼ ଧରଣର ଠକେଇ କରାଯାଇଛି । କାଗଜ ପତ୍ରରେ ଚାଲିଥିଲା କଂପାନୀ । ଅନୁଗୁଳ, ଯାଜପୁର, ରାଉଲକେଲା, ଜଗତସିଂହପୁର, ପାରାଦ୍ୱୀପ ଓ ଭୁବନେଶ୍ୱରରେ ନକଲି ଫାର୍ମରେ ଜାଲ ବିଲ୍ କରି ଲୁଟି ଚାଲିଥିଲେ କୋଟି କୋଟି ଟଙ୍କା । ବେକାର ଯୁବକ, ଗୃହିଣୀ, କୃଷକ, ଦିନ ମଜୁରିଆ ଓ ବରିଷ୍ଠ ନାଗରିକଙ୍କ ନାମରେ ଏହିସବୁ ଫାର୍ମ କରିଥିଲେ । ଦେଢ ବର୍ଷରେ ୧୮ଜଣ ଜିଏସଟି ଠକଙ୍କୁ ଗିରଫ୍ କରାଯାଇଛି । ଗତ ଦୁଇଟି ଆର୍ଥିକ ବର୍ଷରେ ୧୯ହଜାର ୫ଶହ ୩୯ଜଣଙ୍କ ବ୍ୟବସାୟୀଙ୍କ ପଞ୍ଜିକରଣ ରଦ୍ଦ କରାଯାଇଛି । ତେବେ ନୟାଗଡ଼ ଜିଲ୍ଲାରେ ମଧ୍ୟ ଜାଲ ବିଲ୍ କରି ଲକ୍ଷାଧିକ ଟଙ୍କାର ଜିଏସଟି ଫାଙ୍କୁଥିବା ଚର୍ଚ୍ଚା କରାଯାଉଥିଲେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ନୟାଗଡ଼ ଜିଏସଟି କର୍ମଚାରୀ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!