Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟ ବରିଷ୍ଠ ଟାଏକୋଣ୍ଡୋ ପ୍ରତିଯୋଗିତାରେ ନୟାଗଡ଼ ପୁଅ ରିତିକକୁ ସ୍ଵର୍ଣ ପଦକ

by ସଞ୍ଜୟ ସ୍ୱାଇଁ
January 8, 2024
in Nayagarh, Sports, State
ରାଜ୍ୟ ବରିଷ୍ଠ ଟାଏକୋଣ୍ଡୋ ପ୍ରତିଯୋଗିତାରେ ନୟାଗଡ଼ ପୁଅ ରିତିକକୁ ସ୍ଵର୍ଣ ପଦକ
143
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ପୁରୀର ରାଣୀସତୀ ଭବନ ଠାରେ ଚକିତ ମାସ ଜାନୁଆରୀ ୬ ଓ ୭ ତିନି ତାରିଖ ରେ ୩୫ତମ ରାଜ୍ୟ ସ୍ତରୀୟ ସିନିଅର(ବରିଷ୍ଟ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟରୁ ୧୫ଟି ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ପୁରୁଷ ଓ ମହିଳା ବିଭାଗରେ ୮ ଟି ୱେଟ କାଟେଗୋରୀ ରେ ପାଇଁ ପ୍ରତିଯୋଗିତା ହେଇଥିଲା । ନୟାଗଡ ଜିଲ୍ଲାରୁ ଏମ. ରିତିକ ରଞ୍ଜନ ମହାପାତ୍ର ୬୩ କେଜି ୱେଟ କରିଗୋରୀ ରେ ସ୍ଵର୍ଣ ପଦକ ହାସିଲ କରିଥିଲେ । ରାଜସ୍ତାନରେ ହବାକୁ ଥିବା ସିନିୟର ଜାତୀୟ ପ୍ରତିଯୋଗିତା ପାଇଁ ନୟାଗଡ ଜିଲ୍ଲାରୁ ଏକ ମାତ୍ର ସେ ଓଡିଶା ଟିମ ପାଇଁ ମନୋନୀତ ହୋଇଛନ୍ତି । ରିତିକ ବର୍ତମାନ ଟାଏକୋଣ୍ଡୋ ଏକାଡେମୀ ଅଫ ନୟାଗଡ଼ ର ମୁଖ୍ୟ କୋଚ ଭାବେ ଶିକ୍ଷା ପ୍ରଦାନ କରୁଛନ୍ତି । ସେ ନୟାଗଡ ଜିଲ୍ଲାରୁ ଏକ ମାତ୍ର ପ୍ରତିଯୋଗୀ ଟାଏକୋଣ୍ଡୋ ଖେଳରେ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହେଇଥିବାରୁ ଓଡିଶା ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ସୁଭେତ୍ସା ଜଣାଇଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!