Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶରଣକୁଳ :ଘର ଉପରେ ଚଢ଼ିଗଲା ମାଲ ବୋଝେଇ ଟ୍ରକ

by Sanjay Swain
April 2, 2021
in Accident
ଶରଣକୁଳ :ଘର ଉପରେ ଚଢ଼ିଗଲା ମାଲ ବୋଝେଇ ଟ୍ରକ
1.9k
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା): ଗତ କିଛି ମାସ ତଳେ ଶରଣକୁଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଏକ ସିରିୟଲ ସଡକ ଦୁର୍ଘଟଣାର ବିଭୀଷିକାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଗତକାଲି ଶରଣକୁଳ ନରେନ୍ଦ୍ରପୁର ନିକଟରେ ଆଉ ଏକ ଅଭାବନୀୟ ସଡକ ଦୁର୍ଘଟଣା ଘଟିଅଛି ।
ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ନୟାଗଡରୁ ଓଡ଼ଗାଁ ଅଭିମୁଖେ ଆସୁଥିବା ଏକ ଆଜବେଷ୍ଟ ବୋଝେଇ ଓଡ଼ି ୦୨ ବିସି ୨୨୧୯ ନଂ ବିଶିଷ୍ଟ ଟ୍ରକ ନରେନ୍ଦ୍ରପୁର ଗ୍ରାମଠାରେ ଭାରସାମ୍ୟ ହରାଇ ନରେନ୍ଦ୍ରପୁର ନିବାସୀସୁବାସସାହୁଙ୍କ ଘର ଉପରେ ଚଢ଼ିଯାଇଥିଲା।ଯାହା ଫଳରେ କାନ୍ଥଭାଙ୍ଗିଯିବା ଦ୍ୱାରା ଘର ମଧ୍ୟରେ ଥିବା ସୁବାସ ସାହୁ ଏବଂ ତାଙ୍କ ସ୍ତ୍ରୀ କାଲିକା ସାହୁ ଗୁରୁତର ଆହତ ହେବା ସହ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ।ଉଭୟ ଗୁରୁତରଙ୍କୁ ଶରଣକୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଯାହା ଫଳରେ କିଛି ସମୟ ପାଇଁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା।ଖବର ପାଇ ଶରଣକୁଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର ଏବଂ ଟ୍ରକକୁ ଅଟକ ରଖିଥିବା ସୂଚନା ମିଳିଅଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!