Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫୁଲବାଣୀରୁ ଗଞ୍ଜେଇ ଚୋରାଚାଲାଣ ବେଳେ ସୁନ୍ଦରଗଡ଼ରେ ଧରାପଡ଼ିଲା ଅଭିଯୁକ୍ତ ଯୁବକ

by ସଞ୍ଜୟ ସ୍ୱାଇଁ
March 28, 2025
in Crime, State
ଫୁଲବାଣୀରୁ ଗଞ୍ଜେଇ ଚୋରାଚାଲାଣ ବେଳେ ସୁନ୍ଦରଗଡ଼ରେ ଧରାପଡ଼ିଲା ଅଭିଯୁକ୍ତ ଯୁବକ
70
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ଫୁଲବାଣୀରୁ ଗଞ୍ଜେଇ ନେଇକି ଆସି ସୁନ୍ଦରଗଡ଼ରେ ବସ ବଦଳାଇ ବନାରସକୁ ଯିବା ସମୟରେ ଜବତ ହେଲା ଗଞ୍ଜେଇ। ବଡ଼ ସୁଟକେଶରେ ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜେଇ ମାଫିଆ ଚାଲାଣ ପାଇଁ ଯୁବକ ଓ ଯୁବତୀମାନଙ୍କୁ ବ୍ୟବହାର କରୁଛନ୍ତି । କାରଣ ଏମାନଙ୍କୁ ହଠାତ କେହି ସନ୍ଦେହ କରି ପାରିବେ ନାହିଁ । ଫୁଲବାଣୀରୁ ଯୁବକ ଓ ଯୁବତୀ ସୁନ୍ଦରଗଡ଼କୁ ଆସି ବସ ବଦଳାଇବାକୁ ଡିଆରଡିଏ ଛକରେ ଭୋର୍ ୪ଟାରେ ଅପେକ୍ଷା କରିଥିଲେ। ପୁରୀରୁ ଅମ୍ବିକାପୁର ଯାଉଥିବା କୁନାଲ ବସରେ ବସିବା ସମୟରେ ଡ୍ରାଇଭରଙ୍କୁ ଏମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଡ୍ରାଇଭର ବସ୍ ମାଲିକଙ୍କୁ ଓ ପୁଲସକୁ ଖବର ଦେବା ସମୟରେ ହିଁ ଯୁବତୀ ଜଣକ ଫେରାର ମାରିଥିଲା । ଘଟଣା ସ୍ଥଳରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତରପ୍ରଦେଶ ବନାରସ ଅଞ୍ଚଳର ଯୁବକ ରିତେଶ ଓଝାକୁ ନେଇ ଅଟକ ରଖିବା ସହିତ ଗଞ୍ଜେଇକୁ ଜବତ କରିଛି । ଅନ୍ଯପଟେ ଛକରେ ଲାଗିଥିବା ସିସିଟିଭି କ୍ଯାମେରାରେ କଏଦ ଭିଡିଓରୁ ଯୁବତୀଙ୍କ ସନ୍ଧାନ କରୁଛି ପୁଲିସ। ସୂଚନା ଅନୁଯାୟୀ, ଫୁଲବାଣୀରୁ ଯୁବକ ଓ ଯୁବତୀ ସୁନ୍ଦରଗଡ଼କୁ ଆସି ବସ ବଦଳାଇବାକୁ ଡିଆରଡିଏ ଛକରେ ଭୋର୍ ୪ଟାରେ ଅପେକ୍ଷା କରିଥିଲେ। ପୁରୀରୁ ଅମ୍ବିକାପୁର ଯାଉଥିବା କୁନାଲ ବସରେ ବସିବା ସମୟରେ ଡ୍ରାଇଭରଙ୍କୁ ଏମାନଙ୍କ ଉପରେ ସନ୍ଦେହ ହୋଇଥିଲା। ଡ୍ରାଇଭର ବସ୍ ମାଲିକଙ୍କୁ ଓ ପୁଲସକୁ ଖବର ଦେବା ସମୟରେ ହିଁ ଯୁବତୀ ଜଣକ ଫେରାର ମାରିଥିଲା। ଘଟଣା ସ୍ଥଳରେ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ଉତ୍ତରପ୍ରଦେଶ ବନାରସ ଅଞ୍ଚଳର ଯୁବକ ରିତେଶ ଓଝାକୁ ନେଇ ଅଟକ ରଖିବା ସହିତ ଗଞ୍ଜେଇକୁ ଜବତ କରିଛି । ଅନ୍ଯପଟେ ଛକରେ ଲାଗିଥିବା ସିସିଟିଭି କ୍ଯାମେରାରେ କଏଦ ଭିଡିଓରୁ ଯୁବତୀଙ୍କ ସନ୍ଧାନ କରୁଛି ପୁଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!