Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫୧ ବସ୍ତା ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ୍

by ସଞ୍ଜୟ ସ୍ୱାଇଁ
March 9, 2021
in Crime, State
୫୧ ବସ୍ତା ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ୍
502
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଗଞ୍ଜେଇ ଚୋରା ଚାଲାଣ ର୍ୟାକେଟ କୋରାପୁଟ ଯାଇ ଦିଲ୍ଲୀ ଦରବାରରେ ପହଞ୍ôଚଲାଣି । ଆଜି ୧କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଚାଲାଣ କରାଯାଇଥିବା ବେଳେ ପୁଲିସ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ୍ କରିଛି । ଏକ କଣ୍ଟେନରରେ ଗଞ୍ଜେଇ ଲୋଡ ହୋଇ କୋରାପୁଟ ଜିଲ୍ଲାରୁ ଦିଲ୍ଲୀ ଚୋରା ଚାଲାଣ କରାଯାଉଥିଲା । ସୂଚନାନୁସାରେ, କୋଟାପୁଟ ଜିଲ୍ଲାରୁ ଏକ କଣ୍ଟେନର ଗାଡ଼ିରେ ୫୧ବସ୍ତା ଗଞ୍ଜେଇ ଲୋଡ ହୋଇ ଦିଲ୍ଲୀ ଚାଲାଣ କରାଯାଉଥିବା ଖବର ପାଇଥିଲା ପୁଲିସ । ତେବେ କଣ୍ଟେନରକୁ ପିଛା କରି ମୋହନା ବ୍ଲକ ନିକଟ କମଳାପୁର ଛକ ନିକଟରୁ ଉକ୍ତ କଣ୍ଟେନରକୁ ଅଟକାଇଥିଲା ପୁଲିସ । ପୁଲିସ କଣ୍ଟେନର ଖାନତଲାସି କରିବା ପରେ ସେଥିରୁ ୫୧ବସ୍ତା ଗଞ୍ଜେଇ ଜବତ କରିଥିଲା । ଯାହାର ଅନୁମାନ ୧୪.୭ କ୍ୱୁଣ୍ଟାଲ ଗଞ୍ଜେଇ ଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ୧କୋଟି ୭୬ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । କୋରାପୁଟ ପୁଲିସ ଗଞ୍ଜେଇ ଜବତ କରିବା ସହିତ କଣ୍ଟେନର ଗାଡ଼ିକୁ ମଧ୍ୟ ଜବତ କରିଛି ଏବଂ ଟ୍ରକ ଚାଳକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଟ୍ରକ ଚାଳକ ଜଣକ ଉତ୍ତର ପ୍ରଦେଶ ଅଞ୍ଚଳର ସୁନିଲ କୁମାର ବୋଲି ପୁଲିସ ସୂଚନା ଦେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!