Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶରଣକୁଳ ପୁଲିସକୁ ସଫଳତା, ୫୪ କେଜି ଗଞ୍ଜେଇ ଜବତ, ଆସମୀ ଗିରଫ

by ସଞ୍ଜୟ ସ୍ୱାଇଁ
June 8, 2021
in Crime, Nayagarh, State
ଶରଣକୁଳ ପୁଲିସକୁ ସଫଳତା, ୫୪ କେଜି ଗଞ୍ଜେଇ ଜବତ, ଆସମୀ ଗିରଫ
758
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ଶରଣକୁଳ ପୁଲିସକୁ ମିଳିଛି ବଡ଼ ସଫଳତା । ବହୁଦିନ ଧରି ଶରଣକୁଳ ଅଞ୍ଚଳରେ ଗଞ୍ଜେଇ ବେପାର କରୁଥିବା ଆସାମୀକୁ ପୁଲିସ ଗିରଫ କରିଛି । ସୂଚନାନୁସାରେ ମଜୁରିଆପଲ୍ଲୀ ଗ୍ରାମର ଅଭିମନ୍ୟୁ ନାୟକ ଏକ ଅଟୋ ସାହଯ୍ୟରେ ୫୪ କେଜି ଗଞ୍ଜେଇ ଚାଲାଣ କରୁଥିଲେ । ପୁଲିସ ନଜରରେ ଥିବା ଅଭିମନ୍ୟୁକୁ ପାଟୁଳି ସାହି ଛକ ନିକଟରେ ଅଟୋ ସହ ଗଞ୍ଜେଇକୁ ଜବତ କରିଛି । ଉକ୍ତ ଅଟୋଟି ବାଲୁକୁଦିଆ ଅଞ୍ଚଳର ବୋଲି ଜଣା ପଡିଛି । ଶରଣକୁଳ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ, ସବଇନିସପେକ୍ଟର ଶିବରାମ ବେତ୍ରା ଓ ଏଏସଆଇ ତୁଷାରକାନ୍ତ ନାୟକ ପ୍ରମୁଖ ଚଢ଼ଉ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!