Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜେଇ ଚୋରା ଚାଲାଣ ମାମଲା, ମୋହନାରୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ

by ସଞ୍ଜୟ ସ୍ୱାଇଁ
May 10, 2025
in Crime, State
ଗଞ୍ଜେଇ ଚୋରା ଚାଲାଣ ମାମଲା, ମୋହନାରୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ
57
VIEWS
Share on FacebookShare on Twitter

ମୋହନା, (ବାଘୁଆବାର୍ତ୍ତା): ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜଣକୁ ଉଠାଇ ନେଲା ମହାରାଷ୍ଟ୍ର ପୋଲିସ l ଗଜପତି ଜିଲ୍ଲା ମୋହନା ଥାନା କୁଟିଗୁଡା ଗାଁର ସୁଶାନ୍ତ ପାଳକୁ ମହାରାଷ୍ଟ୍ର ପୋଲିସ ଗିରଫ କରିବା ସହ ମୋହନା ଜେଏମଏଫସି କୋର୍ଟରେ ହlଜର କରାଯାଇଛି l କୋର୍ଟରେ ହାଜର ହେବା ପରେ ସୁଶାନ୍ତକୁ ମହାରାଷ୍ଟ୍ର ନେଇଗଲା ପୋଲିସ l ଏହାସହ ଗଞ୍ଜାମ ଜିଲ୍ଲାର ବିଜୟ ନାହାକକୁ ମଧ୍ୟ ଗିରଫ କରିଛି ମହାରାଷ୍ଟ୍ର ପୋଲିସ l ଗତ ମେ’ ୧ ତାରିଖ ଦିନ ମହାରାଷ୍ଟ୍ର କନଡ଼ ସିଟି ପୋଲିସ ଥାନା ଅଞ୍ଚଳରୁ ଏକ କlର୍ ସହ ୪୦୯ କିଲୋ ଗଞ୍ଜେଇ ଜବତ କରିଥିଲା ପୋଲିସ l ଏହି ଗଞ୍ଜେଇ ଚୋରା ଚାଲାଣ ବେଳେ ସେତେବେଳେ ୫ ଜଣକୁ ଗିରଫ କରାଯାଇଥିଲା l ତେବେ ଏଥିରେ ସମ୍ପୃକ୍ତ ଗଜପତି ଜିଲ୍ଲା ମୋହନା ଥାନା କୁଟିଗୁଡାର ସୁଶାନ୍ତ ପାଳ ଓ ଗଞ୍ଜାମ ଜିଲ୍ଲାର ବିଜୟ ନାହାକ ଫେରାର ହୋଇଯାଇଥିଲେ l ମହାରାଷ୍ଟ୍ର ପୋଲିସ ତଦନ୍ତ କରିବା ସହ ମୋବାଇଲ ଟ୍ରାକ୍ କରି ଦୁଇ ଅଭିଯୁକ୍ତକୁ ଧରା ଯାଇଥିବା ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛି l

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!