Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇନୋଭା କାରରୁ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

by ସଞ୍ଜୟ ସ୍ୱାଇଁ
May 6, 2021
in Crime
ଇନୋଭା କାରରୁ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
165
VIEWS
Share on FacebookShare on Twitter

ସେମିଳିଗୁଡ଼ା (ବାଘୁଆବାର୍ତ୍ତା): ଇନୋଭା କାରରେ ବୁଧବାର ରାତିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୨୬ ନଂ ଜାତୀୟ ରାଜପଥ ଚିରାଗ ଢାବା ନିକଟ ମିଲ ଛକରୁ ସେମିଳିଗୁଡ଼ା ପୋଲିସ ଏହାକୁ ଜବତ କରିଛି । । କାର ଭିତରୁ ୨୫ଟି ଗଞ୍ଜେଇ ପ୍ୟାକେଟ ଜବତ କରିଛି । ପ୍ୟାକେଟ ଭିତରେ ମୋଟ ୧ କୁଇଣ୍ଟାଲ ୨୫ କିଲୋ ଗଞ୍ଜେଇ ଥିଲା । ଗୋଟିଏ ଟୟୋଟା ଇନୋଭା ଗାଡ଼ି (ନଂ.ଓଡି-୦୨-ଡି-୨୦୦୦) ରେ ବୁଧବାର ରାତିରେ ଗଞ୍ଜେଇ ନିଆଯାଉଥିଲା । ସେମିଳିଗୁଡ଼ା ପୋଲିସ ଖବର ପାଇ ମିଲ ଛକ ନିକଟରେ ଗାଡ଼ିକୁ ଅଟକାଇଥିଲା । ଗାଡ଼ି ଭିତରେ ୫ କେଜି ଓଜନର ୨୫ ପ୍ୟାକେଟ ଗଞ୍ଜେଇ ଥିଲା । ଗଞ୍ଜେଇ ସହ ଗାଡ଼ିକୁ ଜବତ କରିଥିଲା । ଏଥିସହ ୨ ଜଣକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ପଟାଙ୍ଗି ବ୍ଳକର ହାଟଗୁଡ଼ା ଗ୍ରାମର ନାରାୟଣ ସଗରି ଓ ପଟାଙ୍ଗି ବ୍ଲକର ମଲିପୁଟ ଗ୍ରାମର ବାବୁଲି ଖରା । ୨୫ଟି ପ୍ୟାକେଟରେ ମୋଟ ୧ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ହେବ । ସେମିଳିଗୁଡ଼ା ଆଇଆଇସି ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!