Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଖୋଜ ଯୁବକଙ୍କୁ ହତ୍ୟା:ଜଣେ ଅଟକ, ଦୁଇ ଫେରାର

ଖଜୁରୀପଡ଼ା ଘାଟି ଜଙ୍ଗଲରେ ମୃତଦେହକୁ ଫୋପାଡିଥିଲେ ହତ୍ୟାକାରୀ

by ସଞ୍ଜୟ ସ୍ୱାଇଁ
February 6, 2025
in Breaking, Crime, Nayagarh
ନିଖୋଜ ଯୁବକଙ୍କୁ ହତ୍ୟା:ଜଣେ ଅଟକ, ଦୁଇ ଫେରାର
586
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ଥାନା ଆଡକଟା ପଞ୍ଚାୟତ ହଦପଶି ଗ୍ରାମର ଚରଣ ବେହେରା ଏକ ସପ୍ତାହ ତଳେ ନିଖୋଜ ଥିବାବେଳେ ଏବେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗାଡ଼ିଆପଡ଼ା ଘାଟି ତଳୁ ମୃତଦେହ ଉଦ୍ଧାର । ଖଜୁରିପଡା ପୋଲିସ ସହାୟତାରେ ଗଣିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ନୟାଗଡ଼ ଏସଡିପିଓ ସୁଦର୍ଶନ ଗଙ୍ଗୋଇ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ଖଜୁରୀପଡ଼ା ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଦେହ ଉଦ୍ଧାର କରିଲା। ଏହି ଘଟଣାରେ ତିନି ଜଣ ସମ୍ପୃକ୍ତ ଥିବା ବେଳେ ଜଣଙ୍କୁ ଅଟକ ରଖିଛି। ନିଖୋଜ ଚରଣ ବେହେରାଙ୍କ ମିଳିଲା ମୃତଦେହ । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଘାଟି ଜଙ୍ଗଲରେ ମୃତଦେହକୁ ଫୋପାଡିଥିଲେ ହତ୍ଯାକାରୀ । ଘଟଣାରେ ସମ୍ପୃକ୍ତ ୩ଜଣଙ୍କ ମଧ୍ଯରୁ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ଗଣିଆ ପୋଲିସ । ଗଣିଆ ଥାନା ହଦପୋସି ଗାଁର ଚରଣ ବେହେରା ଗତ ୩୦ ତାରିଖରୁ ନିଖୋଜ ଥିଲେ । ସେହି ଗାଁର ପିଣ୍ଟୁ ବେହେରା ଏବଂ ମାନସ ଡାକୁଆ ଜମିଜମା ବିବାଦକୁ କେନ୍ଦ୍ର କରି ଚରଣଙ୍କୁ ହତ୍ଯା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!