Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦ ବର୍ଷ ପରେ ଗଦର-୨ର ସୁଟିଂ ଆରମ୍ଭ:ନଜରକୁ ଆସିବେ ପୁରୁଣା ହିଟ୍ ଯୋଡି ସନ୍ନି-ଅମିଷା

by ସଞ୍ଜୟ ସ୍ୱାଇଁ
December 2, 2021
in Entertainment
୨୦ ବର୍ଷ ପରେ ଗଦର-୨ର ସୁଟିଂ ଆରମ୍ଭ:ନଜରକୁ ଆସିବେ ପୁରୁଣା ହିଟ୍ ଯୋଡି ସନ୍ନି-ଅମିଷା
133
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଦୀର୍ଘ ୨୦ ବର୍ଷ ପରେ ପୁଣି ପରଦାରେ ଦେଖିବାକୁ ମିଳିବ ‘ଗଦର-୨’। ଏହି ଫିଲ୍ମରେ ପୁଣି ସନ୍ନି ଦେଓଲ ଓ ଅମିଷା ପଟଲେ ନଜର ଆସିବେ। ଫିଲ୍ମ ର ସୁଟିଂ ଆରମ୍ଭ ହୋଇଯାଇଛି। ସୁଟିଂ ସଟରେ ଆଜି ସନ୍ନି ଓ ଅମୀଷାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମେ ‘ଗଦର’ ଏକ ପ୍ରେମ କଥା ସିନେମା ୧୯୪୭ ମସିହା ଭାରତ-ପାକ୍ତିସାନ ବିଭାଜନ ସମୟର ସକିନା ଅମୀଷା ଓ ତାରା ସନ୍ନି ଙ୍କ ପ୍ରେମ କାହାଣିକୁ ନେଇ ନର୍ମିତ ହୋଇଥିଲା। ଏହି ଚଳଚ୍ଚିତ୍ର ଏତେ ହିଟ୍ ହୋଇଥିଲା ବକ୍ସ ଅଫିସ ରେକର୍ଡ ଭାଙ୍ଗି ଭାରତର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ପାଲଟିଥିଲା। ଏହି ଫିଲ୍ମିଂର ସେକେଣ୍ଡ ପାର୍ଟ ନିର୍ମାଣ କରାଯିବ ବୋଲି ଅକ୍ଟୋବର ମାସରେ ଶୁଣିବାକୁ ମିଳିଥିଲା । ହେଲେ ବୁଧବାର ଏହି ଫିଲ୍ମିଂର ସୁଟିଂ ଆରମ୍ଭ ହୋଇଯାଇଛି।ଏହି ମହୁରତର ଫଟୋ ସୋସିଆଲ ମିଡିଆରେ ଅମିଷା ପଟେଲ ଛାଡିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!