Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୩ କୋଟି ଠକେଇ ମାମଲାରେ ଆଉ ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
August 14, 2023
in Crime, State
୧୩ କୋଟି ଠକେଇ ମାମଲାରେ ଆଉ ଜଣେ ଗିରଫ
102
VIEWS
Share on FacebookShare on Twitter

କଟକ, (ବାଘୁଅବାର୍ତ୍ତା): ୪.୧୩ କୋଟି ଲୋନ ଫ୍ରଡ ମାମଲାରେ ଆଉ ଜଣେ ଗିରଫ । କଟକରୁ ମହମ୍ମହ ଇଫତେଖର ଅସିଫ ଖାନକୁ ଗିରଫ କଲା EOW । ଠକେଇ ନେଇ କଟକ ଅର୍ବାନ କୋଅପରେଟିଭ ବ୍ୟାଙ୍କ CEO ଅଭିଯୋଗ କରିଥିଲେ । ୨୦୧୯-୨୧ ମଧ୍ୟରେ ନୂଆପାଟଣା ଶାଖାରେ ହୋଇଥିଲା ଠକେଇ । ତତ୍କାଳୀନ ଶାଖା ପରିଚାଳକ ଓ ସିନିଅର ଆସିଷ୍ଟାଣ୍ଟଙ୍କ ସହଯୋଗରେ ଠକେଇ ହୋଇଥିଲା । ନକଲି LIC ପଲିସିରେ ୪.୧୩ କୋଟି ଟଙ୍କା ହୋଇଥିଲା ଠକେଇ । ୩ ଜଣଙ୍କ ନାଁରେ ୨୫ଟି ଲୋନରେ ୪.୧୩କୋଟି ମଂଜୁର କରିଥିଲା ବ୍ୟାଙ୍କ । ୩ଋଣ ଗ୍ରହିତାଙ୍କ ମଧ୍ୟରେ ଇଫତେଖର ଅସିଫ ଖାନ ଜଣେ ପୂର୍ବରୁ ବ୍ୟାଙ୍କର ୨କର୍ମଚାରୀଙ୍କ ସହ ୩ଜଣଙ୍କୁ ଗିରଫ କରିସାରିଛି EOW ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!