Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪୦ ଲକ୍ଷର ଗଞ୍ଜେଇ ଜବତ, ଯୁବକ ଗିରଫ

by ସଞ୍ଜୟ ସ୍ୱାଇଁ
January 13, 2025
in Crime, State
୪୦ ଲକ୍ଷର ଗଞ୍ଜେଇ ଜବତ, ଯୁବକ ଗିରଫ
128
VIEWS
Share on FacebookShare on Twitter

ଟାଙ୍ଗି, (ବାଘୁଆବାର୍ତ୍ତା): ପିକ ଅପ ଭ୍ୟାନ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ନିରାକାର ପୁର ଲେବଲ କ୍ରସିଂଙ୍ଗ ନିକଟରେ ପିକଅପ ଭ୍ୟାନ କୁ ମାଡି ବସିଲା ଟାଙ୍ଗୀ ଅବକାରୀ ପୋଲିସ । ପିକଅପ ଭ୍ୟାନ କୁ ଜବତ କରି ତନଖି ବେଳେ ଜରିପାଲ ଭିତରୁ ବାହାରିଲା ବସ୍ତା ପରେ ବସ୍ତା ୧୫ ରୁ ଅଧିକ ବସ୍ତା ଗଞ୍ଜେଇ । ପିକଅପ ଭ୍ୟାନ ସହ ଗଞ୍ଜେଇ କୁ ହେପାଜତ କୁ ନେଇଥିଲା ଟାଙ୍ଗୀ ଅବକାରୀ ପୋଲିସ । ଅବକାରୀ କାର୍ଯ୍ୟାଳୟ ରେ ତଦନ୍ତ ସହ ଓଜନ ପରେ ଜବତ ଗଞ୍ଜେଇ ର ଓଜନ ୪ କ୍ୟୁଣ୍ଟାଲ ବୋଲି ଜଣା ପଡିଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେଵ ବୋଲି ଜଣା ପଡିଛି । ଏହି ଘଟଣା ରେ ଗାଡି ଚାଳକଙ୍କୁ ଗିରଫ କରିଛି ଅବକାରୀ ପୋଲିସ । ଗିରଫ ଅଭିଯୁକ୍ତ ର ନାମ ପୁର୍ଣଚନ୍ଦ୍ର ଦେ, ବୟସ ୩୫, ଘର ପୁରୀ ଜିଲ୍ଲା ବ୍ରହ୍ମଗିରୀ ଗୌଡ଼ ସାହିରେ ବୋଲି ଜଣା ପଡିଛି । ଆସ୍କା ଶେରଗଡ଼ ରୁ ବ୍ରହ୍ମଗିରୀ କୁ ଗଞ୍ଜେଇ ହେଉଥିଲା ଚୋରା ଚାଲାଣ ।ଚଣ୍ଡେଶ୍ୱର ଠାରୁ ଗଞ୍ଜେଇ ଗାଡି କୁ ପିଛା କରି ଶେଷରେ ନିରାକାର ପୁର ନିକଟରେ ଗାଡିକୁ ଧରିବାରେ ସଫଳ ହୋଇଛି ଅବକାରୀ ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!