Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରକୀୟା ପ୍ରୀତି ପାଇଁ ବଳିପଡ଼ିଲା ୪ ଜୀବନ

by ସଞ୍ଜୟ ସ୍ୱାଇଁ
October 5, 2024
in Crime, NATIONAL NEWS
ପରକୀୟା ପ୍ରୀତି ପାଇଁ ବଳିପଡ଼ିଲା ୪ ଜୀବନ
170
VIEWS
Share on FacebookShare on Twitter

ଆମେଥୀ, (ବାଘୁଆବାର୍ତ୍ତା): ଉତ୍ତର ପ୍ରଦେଶର ଆମେଥୀର ଗଣହତ୍ୟାକାଣ୍ଡକୁ ନେଇ ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଆମେଥୀରେ ଜଣେ ଶିକ୍ଷକ, ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କର ଶିକ୍ଷକଙ୍କ ପତ୍ନୀଙ୍କ ସହ ପରକୀୟା ପ୍ରୀତି ରହିଥିଲା ବୋଲି ପୁଲିସ୍‌ ସୂଚନା ‌ଦେଇଛି। ଆମେଥୀ ପୁଲିସ୍‌ ଅଧୀକ୍ଷକ ଅନୁପ ସିଂ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବର୍ମାଙ୍କୁ ଜେରା ବେଳେ ସେ ଏହି ହତ୍ୟାକାଣ୍ଡକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ନିକଟ ଅତୀତରେ ସେ ମହିଳାଙ୍କ ପ୍ରେମରେ ପଡ଼ି ଏଭଳି କାଣ୍ଡ ରଚିଛନ୍ତି। ଅଭିଯୁକ୍ତ କହିଛନ୍ତି ଯେ ସେ ଗତ ୧.୫ ବର୍ଷ ଧରି ପୁନମ ନାମ୍ନୀ ଉକ୍ତ ମହିଳାଙ୍କ ସହ ଅନୈତିକ ସଂପର୍କରେ ଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ଖରାପ ହୋଇଯାଇଥିଲା। ଯାହା ଦ୍ବା୍ରା ସେ ଚାପଗ୍ରସ୍ତ ରହୁଥିଲେ। ମହିଳାଙ୍କ ଉପରେ ରାଗ ସୁଝାଇବାକୁ ଯାଇ ସେ ତାଙ୍କ ପରିବାରର ସମସ୍ତଙ୍କୁ ହତ୍ୟା କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସିଂ କହିଛନ୍ତି। ପୁଲିସ କହିଛି ଯେ ବର୍ମା ଗୋଟିଏ ପିସ୍ତଲରୁ ୧୦ ରାଉଣ୍ଡ ଗୁଳି ଚଳାଇ ଶିକ୍ଷକ ସୁନୀଲ, ତାଙ୍କ ପତ୍ନୀ ପୁନମ, ସେମାନଙ୍କର ୬ ବର୍ଷର ଝିଅ ଦୃଷ୍ଟି ଏବଂ ସେମାନଙ୍କର ଏକ ୧ ବର୍ଷର ଝିଅକୁ କରିଛି। କେବଳ ସେତିକି ନୁହେଁ, ସେ ନିଜ ଜୀବନ ମଧ୍ୟ ଚେଷ୍ଟା କରି ବିଫଳ ହୋଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!