Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ ବିଭାଗ, ସାଇକେଲରେ ଯାଇ ନିଆଁ ଲିଭାଅ

by ସଞ୍ଜୟ ସ୍ୱାଇଁ
April 30, 2021
in Planning and Development, State
ବନ ବିଭାଗ, ସାଇକେଲରେ ଯାଇ ନିଆଁ ଲିଭାଅ
246
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ବନ ବିଭାଗର ଅଜବ ନିତି ନିଆଁ ଲାଗିଲାବେଳେ କହୁଛନ୍ତି ସାଇକେଲ ନେଇ ଯାଅ ନିଆଁ ଲିଭାଅ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ବନ ବିଭାଗ କର୍ମଚାରୀଙ୍କ ଅଜବ ନିୟମ । ନିଆଁ ଲିଭାଇବାକୁ ସାଇକେଲରେ ଯାଅ ଆଉ ଗୋଟେ ଗୋଟେ ସାଇକେଲ ବାହାର କର । ଏପରି କଥା ବାର୍ତ୍ତାର ଭାଇରାଲ ଅଡିଓ କଲ ସାହାରପଡା ସେକ୍ସନ ଫରେଷ୍ଟର ଦାଇତ୍ୱରେ ଥିବା ଫରେଷ୍ଟଗାର୍ଡ ରୂପଶ୍ରୀ ସାହୁ ଏବଂ ନିଆଁ ଲିଭାଇବା ପାଇଁ ଫାୟାର ସ୍କ୍ୱାଡ ରେ ନିୟୋଜିତ ହୋିଥିବା ଅସ୍ଥାୟୀ କର୍ମଚାରୀ ରଣଜିତ ମାଠିଆଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା । ଫରେଷ୍ଟର ଦାଇତ୍ୱରେ ଥିବା ଗାର୍ଡ ରୂପଶ୍ରୀ ସାହୁ ଫାୟାର ସ୍କ୍ୱାଡ ରଣଜିତ ମାଠିଆଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ପାଟଣା ରେଞ୍ଜ ଅଞ୍ଚଳରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି । ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିବା ସହ ଜଙ୍ଗଲରେ ନିଆଁକୁ ଖୁବ ଶୀଘ୍ର ଆୟତ୍ତ କରିବା ପାଇଁ ପ୍ରତ୍ୟେକ ରେଞ୍ଜରେ ଫାୟାର ସ୍କ୍ୱାଡ ମଧ୍ୟ ଅସ୍ଥାୟୀ ଭାବରେ ନିୟୋଜିତ କରୁଛନ୍ତି । କିନ୍ତୁ ଉପରିସ୍ଥ କର୍ମଚାରୀମାନେ ଅସ୍ଥାୟୀ କର୍ମଚାରୀଙ୍କୁ ସାଇକେଲରେ ଯିବାକୁ ପରାମର୍ଶ ଦେବା ସହ ଗୋଟେ ଗୋଟେ ସାଇକେଲ କର ବୋଲି କହୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯଦି ସାଇକେଲରେ ଫାୟାର ସ୍କ୍ୱାଡ ନିଆଁ ଲିଭାଇବାକୁ ଯାଆନ୍ତି ଜଙ୍ଗଲଊରେ କେତେବେଳେ ପହଞ୍ଚିବେ ଆଉ ନିଆଁକୁ କେମିତି ଆୟତ୍ତ କରିବେ । ଅନ୍ୟପଟେ କୌଣସି କାମରେ ଗଲେ ନିୟୋଜିତ ହୋଇଥିବା ଗାଡ଼ି ବ୍ୟବହାର କରୁଥିବା ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ଏ ସମ୍ପର୍କୟରେ ଦାଇତ୍ୱରେ ଥିବା ଫରେଷ୍ଟ ଗାର୍ଡଙ୍କ ପ୍ରତିକ୍ରିୟା ନେବାରୁ ଅଫିସ ନିକଟରେ ନିଆଁ ଲାଗିଥିବାରୁ ସାଇକେଲରେ ଯିବାକୁଚ କହିଥିଲି ବୋଲି କହିଛନ୍ତି । ଫାୟାର ସ୍କ୍ୱାଡ ର ଅସ୍ଥାୟୀ କର୍ମଚାରୀଙ୍କୁ ଫରେଷ୍ଟ ଏପରି ନିର୍ଦ୍ଦେଶ ଦେଉଥିବା ଫରେଷ୍ଟରଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ହିଁ ଅପେକ୍ଷା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!