Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଙ୍ଗଲ ନିଆଁ ; ସଚେତନତା ଭିଡିଓ ଜାରି କଲେ ଜିଲ୍ଲାପାଳ

by ସଞ୍ଜୟ ସ୍ୱାଇଁ
March 9, 2021
in Feature News
ଜଙ୍ଗଲ ନିଆଁ ; ସଚେତନତା ଭିଡିଓ ଜାରି କଲେ ଜିଲ୍ଲାପାଳ
240
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ଜିଲ୍ଲାପାଳ ଡ. ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ମହାନଦୀ ବନ୍ୟପ୍ରାଣୀ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତା ଏକ ସଚେତନତା ଭିଡିଓ ଜାରି କରିଛନ୍ତି । ଗତ ୫ ମାସ ହେବ ବର୍ଷା ହୋଇନଥିବାରୁ ଜଙ୍ଗଲରେ ନିଆଁ ଲାଗିବା ସହ ଜୋରରେ ବ୍ୟାପୁଛି । ଆସନ୍ତା ୧୫ ଦିନରେ ନିଆଁ ଅଧିକ ହେବାର ସମ୍ଭାବନା ରହିଛି । ଏଥିପାଇଁ ସମସ୍ତଙ୍କ ସହଯୋଗ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବନକର୍ମଚାରୀଙ୍କ ସହ ମିଶି ଜଙ୍ଗଲ ଲିଭାଇବା ପାଇଁ ଜନପ୍ରତିନିଧି ଏବଂ ଜନସାଧାରଣ ସହଯୋଗ କରନ୍ତ ବୋଲି ଜିଲ୍ଲାପାଳ କହିଛନ୍ତି । ନିଆଁ ଲାଗିବା ସମ୍ପର୍କରେ ତୁରନ୍ତ ବନକର୍ମଚାରୀଙ୍କୁ ସୂଚନା ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜଙ୍ଗଲରେ ଶୀକାର ଏବଂ ଖଳ ପକୃତିର ଲୋକ ନିଆଁ ଲଗାଉଥିବା ବନ୍ୟପ୍ରାଣୀ ଅଧିକାରୀ କହିଛନ୍ତି । ଭିଡିଓ ମାଧ୍ୟମରେ ଅପିଲ କରି ତୁରନ୍ତ ଏନେଇ ସୂଚନା ଦେବାକୁ ନିବେଦନ କରିଛନ୍ତି । ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି । ନିଆଁ ଲଗାଉଥିବା ବ୍ୟକ୍ତି ସଂମ୍ପର୍କରେ ସୂଚନା ଦେବାକୁ କହିଥିବା ବେଳେ ଜଙ୍ଗଲ ପାଖାପାଖ ଅଞ୍ଚଳର ଲୋକମାନେ ଅଳିଆରେ ନିଆଁ ଲଗାଉଥିବା ବେଳେ ସଚେତନ ରୁହନ୍ତୁ ବୋଲି କହିଛନ୍ତି । ଏଥିସହିତ ଜଙ୍ଗଲରେ ନିଆଁ ଲାଗିଥିଲେ, କଣ୍ଟୋଲ ରୁମ ନଂ ୯୪୩୭୧୧୮୪୩୮, ୯୪୩୭୪୯୪୯୫ରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!