Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା ଦୁର୍ଗା ଆସୋସିଏସନ ଟାଙ୍ଗୀ ଫୁଟୁବଲ ଲିଗର ପ୍ରଥମ ସେମିଫାଇନାଲ

by ସଞ୍ଜୟ ସ୍ୱାଇଁ
June 27, 2024
in Sports, State
ମା ଦୁର୍ଗା ଆସୋସିଏସନ  ଟାଙ୍ଗୀ ଫୁଟୁବଲ  ଲିଗର  ପ୍ରଥମ ସେମିଫାଇନାଲ
52
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ମା ଦୁର୍ଗା ଆସୋସିଏସନ ଟାଙ୍ଗୀ ପକ୍ଷରୁ ଟାଙ୍ଗୀ ଚିଲିକା ଷ୍ଟାଡିଅମରେ ଅନୁଷ୍ଠିତ ଟାଙ୍ଗୀ ଫୁଟୁବଲ ଲିଗର ଆଜି ଥିଲା ପ୍ରଥମ ସେମିଫାଇନାଲ ଦିବସ । ପ୍ରଥମ ସେମି ଫାଇନାଲରେ ପରସ୍ପରକୁ ଭେଟିଥିଲେ ରଘୁନାଥ ଦେବ କ୍ଳବ ଟାଙ୍ଗୀ ଓ ଚିଲିକା ବୁଲସ ଟାଙ୍ଗୀ । ପ୍ରଥମେ ଉଭୟ ଖେଳାଳି ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ଦର୍ଶକଙ୍କ କର ତାଳି ରେ ଫାଟି ପଡ଼ିଥିଲା ସମ୍ପୂର୍ଣ ଷ୍ଟାଡିୟମ ପରେ ପରେ ଚିଲିକା ବୁଲସ ପକ୍ଷରୁ କାହ୍ନା ପାତ୍ର ରଘୁନାଥ ଦେବ କ୍ଳବକୁ ଗୋଟିଏ ସୁନ୍ଦର ଗୋଲ ମାରିଥିଲେ ।ଫଳରେ ୧.୦ ଗୋଲରେ ଫାଇନାଲ କୁ ଉନ୍ନୀତ ହୋଇଛି ଚିଲିକା ବୁଲସ । ଆଜିର ଖେଳରେ ରେଫରୀ ଭାବେ ବିଘ୍ନେଶ୍ୱର ନାୟକ, ଅନି ବେହେରା, ସ୍ୱାଗତ କର ପ୍ରମୁଖ ଦାୟିତ୍ୱ ତୁଲାଇ ଥିଲେ । ସେହିଭଳି ଆୟୋଜକ ଅନୁଷ୍ଠାନର ସକ୍ରିୟ ସଭ୍ୟ ପ୍ରଣବ ପାଇକରାୟ, ଚନ୍ଦନ ଜେନା ଓ ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!