Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଟଡାଉନରେ କରୁଥିଲେ ମାଛ, ମାଂସ ବେପାର, ମାଛ ଜବତ

by ସଞ୍ଜୟ ସ୍ୱାଇଁ
May 9, 2021
in Business, State
ସଟଡାଉନରେ କରୁଥିଲେ ମାଛ, ମାଂସ ବେପାର, ମାଛ ଜବତ
322
VIEWS
Share on FacebookShare on Twitter

ରାଉରକେଲା (ବାଘୁଆବାର୍ତ୍ତା): କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଓ ସାପ୍ତାହିକ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନରେ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ କେତେକ ସ୍ଥାନରେ ଏଥିରେ ଉଲଂଘନ କରାଯାଇଛି । କେତେକ ସ୍ଥାନରେ ଦୋକାନୀମାନେ ଲୁଚାଛପାରେ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି । ରାଉରକେଲା ସହରରେ ଏହିଭଳି ଭାବେ ସଟଡାଉନରେ ଦୋକାନ ଖୋଲାଯାଇଥିଲା । ଯାହା ଦୋକାନୀମାନଙ୍କୁ ମହଙ୍ଗା ପଡିଛି । ପୋଲିସ ପହଞ୍ଚି ଏହାକୁ ସିଲ କରିଛି । ରାଉରକେଲା ସହରରେ ସଟଡାଉନରେ ୪ଟି ଦୋକାନ ଖୋଲାଯାଇ ମାଛ ଓ ମାଂସ ବିକ୍ରି ହେଉଥିଲା । ଖବର ପାଇ ପୋଲିସ ପହଞ୍ଚି ଚଢ଼ାଉ କରିଥିଲା । ୪ଟି ଦୋକାନକୁ ସିଲ କରିବା ସହ ମାଛ ମାଂସ ଜବତ କରିଥିଲା । ମୋଟ ୨ କୁଇଣ୍ଟାଲ ମାଛ, ୧୦ କେଜି ମାଂସ ଜବତ କରିଛି ପ୍ରଶାସନ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!