ଦଶପଲ୍ଲା,(ବାଘୁଆବାର୍ତ୍ତା): ଦଶପଲ୍ଲାର ହନୁମାନ ବଜାର ମାଛ ବ୍ୟବସାୟୀ ମାନସ ଘଡେଇଙ୍କ ଦୋକାନରୁ ସ୍ଥାନୀୟ ବାରପୁରିକିଆ ଗାଁର ରମେଶ ଦାଶ ନାମକ ଜଣେ ଯୁବକ ୩୫କେଜି ମାଛ ଗତ ରାତିରେ ଦୋକାନରୁ ଲୁଟ୍ କରି ନେବା ଅପରାଧରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ପୂର୍ବରୁ ମାନସଙ୍କ ଦୋକାନରୁ ବହୁବାର ମାଛ ଲୁଟ୍ ହୋଇଥିବା ବେଳେ ଗତକାଲି ମାଛଚୋର ରମେଶ ଧରାପଡିଥିଲା । ଆଜି ପୁଲିସ୍ ଅଭିଯୁକ୍ତ ରମେଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।





