
ନୟାଗଡ଼,(ବାଘୁଆବାର୍ତ୍ତା): କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ପ୍ରତି ଅପମାନ ସୂଚନା ମନ୍ତବ୍ୟ ପ୍ରତିବାଦରେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ରଣଜିତ ଦାଶ୍, କଂଗ୍ରେସ ନେତା ହୁସେନ ଖାଁ, ମନୋଜ ସାହୁ ପ୍ରମୂଖ ନୟାଗଡ଼ ଟାଉନଥାନା ଓ ଶରଣକୂଳ ଥାନାରେ ଏତଲା ଦିଆଯାଇଛି ।






