Wednesday, February 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫାଇନାଲରେ ଖେଳିବ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼

by ସଞ୍ଜୟ ସ୍ୱାଇଁ
December 7, 2019
in Sports
ଫାଇନାଲରେ ଖେଳିବ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼
28
VIEWS
Share on FacebookShare on Twitter

ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଟୁନାମେଣ୍ଟ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଖେଳପଡ଼ିଆରେ ଜିଲ୍ଲା କ୍ରୀଡ଼ା ସଂଘ ଏବଂ ୭୮୬ ୟୁଥ କ୍ଲବ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଫୁଟବଲ କପ ଆଜିର ଖେଳରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ଏବଂ ସାଇ ହଷ୍ଟେଲ କଟକ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଲଢ଼େଇ ହୋଇଥିଲା । ଆଜିର ଖେଳରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ ୩-୦ରେ ବିଜୟୀ ଘୋଷିତ ହୋଇଛି । ଆଜିର ଫୁଟବଲ ଟୁନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଲଗ୍ନିଜିତ ରାଉତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ସାହାଣୀ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ରେଫରୀ ଭୀମ ଛତ୍ରୀ ଆଜିର ଖେଳ ପରିଚାଳନା କରିଥିଲେ । ରେଫରୀ କୀର୍ତ୍ତି ରଂଜନ ସ୍ୱାଇଁ, ଶେଷଦେବ ବେହେରା, ପ୍ରସନ୍ନ ନାୟକ ତାଙ୍କୁ ସହାୟତା କରିଥିଲେ । ଆସନ୍ତା କାଲି ଟାଟା ଫୁଟବଲ ଏକାଡେମୀ ବନାମ୍ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଦିନ ୧ଟା ବେଳୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟାକ୍ରମ ପରିବେଶଣ କରାଯିବ ବୋଲି ଜଣାପଡ଼ିଛି ।

http://baghuabarta.com/backup/wp-content/uploads/2019/12/final-kheliba-kerala-electric-city-board.mp4
ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!