Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୂରଜଙ୍କ କନିଆ ବନିବେ ମୌନୀ! ପ୍ରେମିକଙ୍କ ପରିବାର ଲୋକଙ୍କୁ ଭେଟିଲେ ଅଭିନେତ୍ରୀଙ୍କ ମାଆ

by ସଞ୍ଜୟ ସ୍ୱାଇଁ
March 17, 2021
in Feature News
ସୂରଜଙ୍କ କନିଆ ବନିବେ ମୌନୀ! ପ୍ରେମିକଙ୍କ ପରିବାର ଲୋକଙ୍କୁ ଭେଟିଲେ ଅଭିନେତ୍ରୀଙ୍କ ମାଆ
453
VIEWS
Share on FacebookShare on Twitter

ମୁମ୍ବାଇ,(ବାଘୁଆବାର୍ତ୍ତା):  ଖୁବ୍‌ ଶୀଘ୍ର କନ୍ୟା ବନିବାକୁ ଯାଉଛନ୍ତି ନାଗିନ୍‌ ଗାର୍ଲ ମୌନୀ। ଟେଲିଭିଜନ୍‌ ତଥା ବଲିଉଡର‌ ଜଣାଶୁଣା ଅଭିନେତ୍ରୀ ମୌନୀ ରୟ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଅଧିକାଂଶ ସମୟ‌ରେ ନିଜର ବ୍ୟକ୍ତିଗତ କଥାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ହେବ ମୌନୀଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଧରିଛି। ମୌନୀ କେବେ ବିବାହ କରିବେ ବୋଲି ଦର୍ଶକମାନେ ଉତ୍ସୁକତା ଦେଖାଉଥିବା ବେଳେ ଅତି କମ୍‌ ଦିନ ମଧ୍ୟରେ ସେହି ଶୁଭ ଦିନ ଆସିପାରେ ବୋଲି ଅନୁମାନ କରାଯାଉଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ମୌନୀ ଖୁବ୍ ଶୀଘ୍ର ସୂରଜ ନମ୍ବିୟାର୍‌ଙ୍କ କନ୍ୟା ବନିବାକୁ ଯାଉଛନ୍ତି। ପୂର୍ବରୁ ମୌନୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସୂରଜଙ୍କ ସହ କିଛି ଫଟୋ ସେୟାର କରିଥିଲେ। ଏପରି ସୂରଜଙ୍କ ମାଆବାପାଙ୍କୁ ସେ ତାଙ୍କ ଆକାଉଣ୍ଟ୍‌ରେ ‘ମମ୍‌-ଡ୍ୟାଡ୍‌’ ବୋଲି ସମ୍ବୋଧନ କରିଥିବାର ଦେଖିବାକୁ ମିଳିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!