Monday, August 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆକ୍ସନ ମୁଡ଼ରେ କୃଷିବିଭାଗ

by ସଞ୍ଜୟ ସ୍ୱାଇଁ
November 4, 2019
in State
29
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବା ର୍ା ବ୍ୟୁରୋ): ରାଜ୍ୟ ସରକାରଙ୍କର ମୋ\’ସରକାର ଯୋଜନାରେ ଅନ୍ତର୍ଭୁକ୍ତ ୫-ଟି କାର୍ଯ୍ୟକ୍ରମର ବ୍ୟତିକ୍ରମ ଲାଗି କୃଷିବିଭାଗ ଆକ୍ସନ ମୁଡ୍କୁ ଆସିଛି । ଏହାର ଜ୍ୱଳନ୍ତ ଉଦାହରଣ ନୟାଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଖଣ୍ଡପଡା ଓ ଭାପୁର ବ୍ଲକରେ କାର୍ଯ୍ୟରତ ସହକାରୀ ମୃ ିକା ସଂରକ୍ଷଣ ଅଧିକାରୀ ଯୁଗଳ କିଶୋର ପ୍ରଧାନଙ୍କୁ ନିଲମ୍ବିତ ହେବାକୁ ପଡିଛି । କୃଷି ବିଭାଗର ପ୍ରମୁଖ ଶାସନ ସଚିବ ମେମୋ ନଂ-୨୦୦୮୮, ତା ୩୧.୧୦.୨୦୧୯ରିଖରେ ଏକ ନିର୍ଦ୍ଦେଶନାମା ଅନୁଯାୟୀ ଶ୍ରୀ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ଖଣ୍ଡପଡା ଓ ଭାପୁର ବ୍ଲକ୍ରେ କାର୍ଯ୍ୟରତ ସମୟରେ ଅର୍ଥ ଅନିୟମିତତା ଅଭିଯୋଗ ଆସିଥିଲା । ଦୁଇଗୋଟି ବ୍ଲକ୍ରେ କାର୍ଯ୍ୟରତ ଅନୁଷ୍ଠାନ ମାନଙ୍କର ସଭାପତି ଓ ସମ୍ପାଦକମାନଙ୍କ ବିନା ଅଗୋଚରରେ ଟଙ୍କା ଉଠାଣ କରବା ମହଙ୍ଗା ପଡିଛି । ଏ ସମ୍ବଦ୍ଧରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଚାର ହେବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଉକ୍ତ ଅ ଳର ଜନପ୍ରତିନିଧି ଜଳବିଭାଜିକା କମିଟିର ସଭାପତି ଓ ସମ୍ପାଦକମାନେ ଅଭିଯୋଗ କରିଆସୁଥିଲେ । କୃଷି ବିଭାଗ ଅନିୟମିତତାର ସତ୍ୟତା ପାଇ ସହକାରୀ ମୃ ିକା ସଂରକ୍ଷଣ ଅଧିକାରୀ ଯୁଗଳ କିଶୋର ପ୍ରଧାନଙ୍କୁ ନିଲମ୍ବିତ କରିବା ସହ ନିର୍ଦ୍ଦେଶକ ମୃ ିକା ସଂରକ୍ଷଣ ଏବଂ ଜଳ ବିଭାଜିକା ଉନ୍ନୟନ ବିନା ଲିଖିତ ନୋଟିସ୍ରେ ମୁଖ୍ୟ କାର୍ଯ୍ୟାଳୟ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଖଣ୍ଡପଡା ଓ ଭାପୁର ବ୍ଲକ୍ରେ କାର୍ଯ୍ୟରତ ସହକାରୀ ମୃ ିକା ସଂରକ୍ଷଣ ଅଧିକାରୀ ଯୁଗଳ କିଶୋର ପ୍ରଧାନଙ୍କୁ ନିଲମ୍ବିତ ହେବାକୁ ପଡିଛି । କୃଷି ବିଭାଗର ପ୍ରମୁଖ ଶାସନ ସଚିବ ମେମୋ ନଂ-୨୦୦୮୮, ତା ୩୧.୧୦.୨୦୧୯ରିଖରେ ଏକ ନିର୍ଦ୍ଦେଶନାମା ଅନୁଯାୟୀ ଶ୍ରୀ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ଖଣ୍ଡପଡା ଓ ଭାପୁର ବ୍ଲକ୍ରେ କାର୍ଯ୍ୟରତ ସମୟରେ ଅର୍ଥ ଅନିୟମିତତା ଅଭିଯୋଗ ଆସିଥିଲା । ଦୁଇଗୋଟି ବ୍ଲକ୍ରେ କାର୍ଯ୍ୟରତ ଅନୁଷ୍ଠାନ ମାନଙ୍କର ସଭାପତି ଓ ସମ୍ପାଦକମାନଙ୍କ ବିନା ଅଗୋଚରରେ ଟଙ୍କା ଉଠାଣ କରବା ମହଙ୍ଗା ପଡିଛି । ଏ ସମ୍ବଦ୍ଧରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରଚାର ହେବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଉକ୍ତ ଅ ଳର ଜନପ୍ରତିନିଧି ଜଳବିଭାଜିକା କମିଟିର ସଭାପତି ଓ ସମ୍ପାଦକମାନେ ଅଭିଯୋଗ କରିଆସୁଥିଲେ । କୃଷି ବିଭାଗ ଅନିୟମିତତାର ସତ୍ୟତା ପାଇ ସହକାରୀ ମୃ ିକା ସଂରକ୍ଷଣ ଅଧିକାରୀ ଯୁଗଳ କିଶୋର ପ୍ରଧାନଙ୍କୁ ନିଲମ୍ବିତ କରିବା ସହ ନିର୍ଦ୍ଦେଶକ ମୃ ିକା ସଂରକ୍ଷଣ ଏବଂ ଜଳ ବିଭାଜିକା ଉନ୍ନୟନ ବିନା ଲିଖିତ ନୋଟିସ୍ରେ ମୁଖ୍ୟ କାର୍ଯ୍ୟାଳୟ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!