Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟପାଳଙ୍କ ଅଭିଭାଷଣ, ଅରୁଣ କହିଲେ ଫମ୍ପା ମାଠିଆର ଶବ୍ଦ ବେଶୀ

by ସଞ୍ଜୟ ସ୍ୱାଇଁ
February 13, 2025
in Nayagarh, State
ଆଦିବାସୀଙ୍କୁ ହକ ମିଳୁ, ଗୃହକୁ ଅଚଳ କରିବା ବିରୋଧୀଙ୍କ ନିତିଦିନିଆ ଅଭ୍ୟାସ : ଅରୁଣ
259
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜିଠୁ ଆରମ୍ଭ ହୋଇଛି ବିଧାନ ସଭା ଅଧୀବେଶନ । ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣକୁ ସମାଲୋଚନା କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ରାଜ୍ୟପାଳଙ୍କ ଭାଷଣ ଶୁଣିଲାବେଳେ ମୋତେ ଲାଗିଲା ଏହା ଏକ ସାହିତ୍ୟ ସଭା । ବିଭିନ୍ନ ଆଳଙ୍କରୀକ ଶବ୍ଦ ବ୍ୟବହାର କରି ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ରାଜ୍ୟ ପାଳଙ୍କ ଅଭିଭାଷଣରେ ଓଡିଶାର ଜନହିତକର କଥା କିଛି କହି ନାହାନ୍ତି । ଲୋକଙ୍କ ସମସ୍ୟା କଥା କହିନାହାନ୍ତି । ରାଜ୍ୟରେ ଦରଦାମ ହୁତୁହୁତୁ ହୋଇ ବୃଦ୍ଧି ପାଇଛି । ପୋଲାଭରମ ପ୍ରକଳ୍ପ, ମହାନଦୀ ପ୍ରସଙ୍ଗ, ଓଡିଆ ଅସ୍ମିତାକୁ ଧୋକ୍କା ସମ୍ବନ୍ଧରେ କିଛି କହିଲେ ନାହିଁ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇ ପଡିଛି । ଚୋରି, ଡକାୟତି, ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି । ଡବଲ ଇଞ୍ଜିନ ସରକାରରେ ଡବଲ କଟ୍‌ନି ଛଟନି ଚାଲିଛି । ସରକାର ଯାହା ଲେଖି କରି ଦିଅନ୍ତି ରାଜ୍ୟପାଳ ଏହାକୁ ପଢ଼ନ୍ତି । ରାଜ୍ୟ ପାଳଙ୍କର କାମ କିଛି ନଥାଏ । ଏ ସରକାର ରାଜ୍ୟପାଳଙ୍କ ପଦ ମର୍ଯ୍ୟାଦା ହାନି କରିବାରେ ଲାଗିଛନ୍ତି । ରାଜ୍ୟ ସରକାରଙ୍କ ମୁଣ୍ଡରୁ ଭୁତ ଯାଇନି, ବିରୋଧୀ ଦଳରେ ଥିବାବେଳେ ଯାହା କହୁଥିଲେ ସେ ଭୁତ ରାଜ୍ୟ ସରକାରଙ୍କ ମୁଣ୍ଡରୁ ଯାଇନି । ବାହାପା ବାହାଦୁରି କଥା କହି ରାଜ୍ୟ ପାଳଙ୍କ ପଦକୁ କ୍ଷୁର୍ଣ୍ଣ କରୁଛି ଏ ସରକାର । ଫମ୍ପା ମାଠିଆର ଶବ୍ଦ ବେଶୀ ପରି ରାଜ୍ୟପାଳଙ୍କ ଅଭିଭାଷଣ ରହିଥିଲା । ନବୀନ ପଟ୍ଟନାୟକ ସମୟରେ ଯେଉଁ କାର୍ଯ୍ୟ ହୋଇଥିଲା ଏ ସରକାର ରଙ୍ଗବୋଳି ନୂତନ ନାମ କରଣ କେବଳ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!