Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକଲି ସାମ୍ବାଦିକ ଗିରଫ୍

by ସଞ୍ଜୟ ସ୍ୱାଇଁ
March 18, 2021
in Crime, State
ନକଲି ସାମ୍ବାଦିକ ଗିରଫ୍
568
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ ସବୁ ଖାଦ୍ୟ ସାମଗ୍ରୀର ନକଲି କାରବାର ହେଉଥିବା ବେଳେ ଆଜି ନକଲି ସାମ୍ବାଦିକଙ୍କୁ ଗିରଫ କରିଛି ପୁଲିସ । ଲୋନ କରାଇ ଦେବାକୁ କହି ଲୋକଙ୍କୁ ଠକୁଥିଲେ । ପରେ ଧରା ପଡିଲା ପରେ ଲୋକଙ୍କ ହାତରୁ ଛେଚା ଖାଇଲା ପରେ ପୁଲିସ ନକଲି ସାମ୍ବାଦିକଙ୍କୁ ଗିରଫ୍ କରିଛି ଏଭଳି ଘଟଣା ଘଟିଛି ରାଜଧାନୀ ଅଞ୍ଚଳରେ । ସୂଚନାନୁସାରେ, ଭୁବନେଶ୍ୱର ପାହାଳ ଫାଣ୍ଡି ଅଞ୍ଚଳରେ ଜଣେ ଯୁବକ ଓ ଦୁଇଜଣ ଯୁବତୀ ଲୋନ କରାଇ ଦେବାକୁ ଠକି ନେଉଥିଲେ । ଯାହାକୁ ନେଇ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଲୋକମାନଙ୍କ ଲୋନ ନହେବାରୁ ଯେତେ ବେଳେ ଟଙ୍କା ଫେରସ୍ତ ମାଗନ୍ତି କିମ୍ବା ପୁଲିସରେ ଧରାଇ ଦେବା କଥା କୁହନ୍ତି ସେତେ ବେଳେ ସାମ୍ବାଦିକ କହି ଧମକ୍ ଦେଉଥିଲେ । ସାମ୍ବାଦିକ କହିବା ପାଇଁ ଗାଡ଼ିରେ ପ୍ରେସ୍ ଲେଖିବା ସହ ନାମିଦାମି ଗଣମାଧ୍ୟମର ପରିଚୟ ପତ୍ର ରଖିଥିଲେ । ବିଭିନ୍ନ ସମୟରେ ଅଫିସର ଠିକଣା ବଦଳେଇ ଚାଲିଥିଲେ । ପାହାଳ ଅଞ୍ଚଳର କିଛି ମହିଳା ଅନନ୍ୟ ଫୋନରୁ ଫୋନ କରି ପୁରୁଣା ଲୋନ୍ ସଂପର୍କରେ ଜାଣିବା ପାଇଁ ଡାକି ପାହାଳ ଜଗନ୍ନାଥ ମନ୍ଦିର ଉତ୍ତମ ମଧ୍ୟମ ଦେଇ ପାହାଳ ଫାଣ୍ଡିର ଜିମା ଦେଇଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!