Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫରଏଭର, ବାନ୍ଧିହେଲେ ହର୍ଟ ଅଭିନେତ୍ରୀ ଏବଲିନ ଶର୍ମା

by ସଞ୍ଜୟ ସ୍ୱାଇଁ
June 7, 2021
in Lifestyle, NATIONAL NEWS
ଫରଏଭର, ବାନ୍ଧିହେଲେ ହର୍ଟ ଅଭିନେତ୍ରୀ ଏବଲିନ ଶର୍ମା
148
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ହର୍ଟ ଅଭିନେତ୍ରୀ ଏବଲିନ୍ ଶର୍ମା । ବୟଫ୍ରେଣ୍ଡ ତୁଷାନ୍ ଭିଣ୍ଡିଙ୍କ ସହ ତାଙ୍କର ବିବାହ ହୋଇଛି। ବିବାହ ଫଟୋ ସେୟାର କରି ପ୍ରଶଂସକଙ୍କୁ ଆଶ୍ଚର୍ୟ୍ୟ କରିଛନ୍ତି। ଏବଲିନ୍ ଦୀର୍ଘ ଦିନ ଧରି ଅଷ୍ଟ୍ରେଲୀୟ ଡେଣ୍ଟାଲ୍ ସର୍ଜନ ତୁଷାନ୍ ଭିଣ୍ଡିଙ୍କୁ ଡେଟ୍ କରୁଥିଲେ ଏବଂ ବର୍ତ୍ତମାନ ଦୁହେଁ ନିଜ ସମ୍ପର୍କକୁ ଏକ ନାଁ ଦେଇଛନ୍ତି। ଏବଲିନ୍ ତୁଷାନ୍ ଭଣ୍ଡିଙ୍କ ସହ ତାଙ୍କ ବିବାହର ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରିବା ସମୟରେ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି – ‘ଫରଏଭର’ । ଉଭୟଙ୍କ ଫଟୋ ଉପରେ କମେଣ୍ଟ ଦେଇ ଉପଭୋକ୍ତାମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏବଲିନ୍ ଏବଂ ତୁଷାନଙ୍କ ବିବାହରେ ପରିବାର ସଦସ୍ୟ ଏବଂ କେବଳ ଅଳ୍ପ କିଛି ଲୋକ ଉପସ୍ଥିତ ଥିଲେ । ସିଡନୀର ପ୍ରସିଦ୍ଧ ହାରବର୍ ବ୍ରିଜ୍ ଉପରେ ତୁଶାନ୍ ଏବଲିନଙ୍କୁ ପ୍ରପୋଜ କରିଥିଲେ। ରୋମାଣ୍ଟିକ ଅନ୍ଦାଜରେ ଏବଲିନ ଫେବରେଟ ଗୀତ ସହିତ ପ୍ରପୋଜ କରିଥିଲେ । ଏବଲିନଙ୍କୁ ଖୁସି କରିବା ପାଇଁ ତୁଷାନ ମଧ୍ୟ ଏକ ନୋଟ୍ ଲେଖିଥିଲେ । ଅଭିନେତ୍ରୀ ନିଜେ ତୁଷାନଙ୍କ ଏହି ରୋମାଣ୍ଟିକ ପ୍ରପୋଜାଲକୁ ଖୁଲାସା କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!